ଏସବୁ ରସ ପିଇଲେ, ମିଳିଥାଏ ଏହି ଫାଇଦା

ଏସବୁ ରସ ପିଇଲେ, ମିଳିଥାଏ  ଏହି ଫାଇଦା

photo-dr axe

ଡେଙ୍ଗୁ ସଂକ୍ରମଣ ସମୟରେ ଶରୀରରେ ବ୍ଲଡ୍‌ ପ୍ଲେଟଲେଟ୍‌ ଶୀଘ୍ର ହ୍ରାସ ପାଇଥାଏ। ଏଣୁ ଖାଦ୍ୟରେ ଉପରୋକ୍ତ ଜିନିଷ ସାମିଲ୍‌ କରାଯିବାର ଆବଶ୍ୟକତା ରହିଛି।

ବିଟ୍‌ ଓ ଗାଜର ରସ:- ବିଟ୍‌ ରସରେ ଅଧିକ ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ୍‌ସ ଥାଏ। ଯାହା ଶରୀରର ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଦିନରେ ଯଦି ଦୁଇ ବା ତିନି ଚାମଚ ବିଟ୍‌ ରସକୁ ଏକ ଗ୍ଲାସ୍‌ର ଗାଜର ରସ ସହିତ ମିଶାଇ ପିଇବେ,ତେବେ ବ୍ଲଡ ପ୍ଲେଟ ଲେଟ୍‌ସ ତୀବ୍ର ଗତିରେ ବୃଦ୍ଧିପାଇଥାଏ।

ଅମୃତଭଣ୍ଡା ଓ ତା’ର ପତ୍ର ରସ:- ଅମୃତ ଭଣ୍ଡା ଓ ଅମୃତ ଭଣ୍ଡା ପତ୍ରର ରସକୁ ମିଶାଇ ସେବନ କରିଲେ ମଧ୍ୟ ବ୍ଲଡ ପ୍ଲେଟ ଲେଟ୍‌ସ ଶୀଘ୍ର ବୃଦ୍ଧି ପାଇଥାଏ। ଆପଣ ଚାହିଁଲେ ଉଭୟ ଅମୃତ ଭଣ୍ଡା ଓ ତା’ର ପତ୍ରକୁ ଫୁଟାଇ ଚାହା ଭଳି ଛାଣି ଗ୍ରିନ୍‌ଟି ଭଳି ପିଇ ପାରିବେ।

publive-image photo-food power

କଖାରୁ ରସ:- ଅଧା ଗ୍ଲାସ କଖାରୁ ଜୁସ୍‌ରେ ଦୁଇ ଚାମଚ ମହୁ ମିଶାଇ ଦିନରେ ଦୁଇ ଥର ସେବନ କରିଲେ ରକ୍ତରେ ପ୍ଲେଟଲେଟ୍‌ସର ସଂଖ୍ୟା ବଢ଼ିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe