ରାତ୍ରି ଭୋଜନରେ ସାମିଲ୍‌ କରନ୍ତୁନି ଜଂକ୍‌ ଫୁଡ୍‌ , ନଚେତ୍‌ ଭୋଗିପାରନ୍ତି ଏହି ସବୁ କଷ୍ଟ

Advertisment
ରାତ୍ରି ଭୋଜନରେ ସାମିଲ୍‌ କରନ୍ତୁନି ଜଂକ୍‌ ଫୁଡ୍‌ , ନଚେତ୍‌ ଭୋଗିପାରନ୍ତି ଏହି ସବୁ କଷ୍ଟ

ଯଦି ଆପଣଙ୍କର ରାତ୍ରିଭୋଜନରେ ଜଂକ୍‌ ଫୁଡ୍‌ ଖାଇବାର ଅଭ୍ୟାସ ରହିଛି ,ତେବେ ବେଳ ଥାଉ ହିଁ ଆପଣ ସାବଧାନ୍‌ ହୋଇଯାଆନ୍ତୁ। କାରଣ ଏହା ଯେ କେବଳ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ତାହା ନୁହେଁ,ବରଂ ଏହା ଯୋଗୁଁ ଆପଣଙ୍କୁ ନିଦରେ ମଧ୍ୟ ବ୍ୟାଘାତ ସୃଷ୍ଟି କରିଥାଏ । ଏତଦ୍‌ବ୍ୟତୀତ ଏହି ଜଂକ୍‌ ଫୁଡ୍‌ର ସେବନ ବି ଆପଣଙ୍କ ମୋଟାପାର ଅନ୍ୟ ଏକ ପ୍ରମୁଖ କାରଣ ବନିଥାଏ।

publive-image
ପ୍ରାପ୍ତ ସୂଚନା ଅନୁସାରେ , ଆମେରିକାର ଟକ୍ସନ ସ୍ଥିତ ଏରିଜୋନା ବିଶ୍ୱବିଦ୍ୟାଳୟରେ ମନୋଚିକିତ୍ସା ବିଭାଗର ମାଇକେଲ୍‌ ଏ ଗୈ୍ରଂଡନର୍‌ ଏହାକୁ ନେଇ ଏକ ଗବେଷଣା କରିିଥିଲେ ,ଯେଉଁଥିରୁ ଏହା ଜଣାଯାଇଥିଲା କି ,ଯେଉଁ ବ୍ୟକ୍ତିମାନଙ୍କର ଜଂକ୍‌ ଫୁଡ୍‌ ପ୍ରତି ଅଧିକ ଲାଳସା ରହିଥାଏ, ସେମାନଙ୍କଠାରେ ନିଦ୍ରାଜନିତ ସମସ୍ୟା ବି ଅଧିକ ମାତ୍ରାରେ ଦେଖାଦେଇଥାଏ। ଏଥିସହିତ ଉକ୍ତ ବ୍ୟକ୍ତିଙ୍କ ଠାରେ ମୋଟାପଣ,ମଧୁମେହ ବା ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଆଦି ମଧ୍ୟ ଦେଖାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe