ପ୍ରତ୍ୟେକ ଦିନ ସକାଳେ ଖାଲି ପେଟରେ ଖାଆନ୍ତୁ କଳାଜିରା , ଜାଣନ୍ତୁ କି ଲାଭ ମିଳେ

Advertisment
ପ୍ରତ୍ୟେକ ଦିନ ସକାଳେ ଖାଲି ପେଟରେ ଖାଆନ୍ତୁ କଳାଜିରା , ଜାଣନ୍ତୁ କି ଲାଭ ମିଳେ

photo-kalajira

କଳାଜିରାରେ ସାଧାରଣତଃ ଆଇରନ୍‌,କ୍ୟାଲ୍‌ସିଅମ୍‌,ପୋଟାସିଅମ୍‌ ଏବଂ ଫାଇବରର ମାତ୍ରା ଅଧିକ ପରିମାଣରେ ରହିଥାଏ। ଏହା ଏମିନୋ ଏସିଡ ଏବଂ ପ୍ରୋଟିନରେ ମଧ୍ୟ ଭରପୁର ଅଟେ। ଏହି କାରଣରୁ ଆୟୁର୍ବେଦ ବିଶେଷଜ୍ଞମାନେ ଔଷଧମାନଙ୍କରେ ଏହାର ପ୍ରୟୋଗ କେଉଁ କାଳରୁ କରିଆସୁଛନ୍ତି।ଏଥିସହିତ କଳାଜିରାରେ ବି ଏପରି କିଛି ଗୁଣ ଅଛି, ଯାହାକୁ କି ଅନେକ ଅସାଧ୍ୟ ରୋଗ ଲାଗି ପ୍ରୟୋଗ ମଧ୍ୟ କରାଯାଏ।

ତେବେ କଳାଜିରା ଏକ ପ୍ରକାରର ବୀଜ ଅଟେ। ତେବେ ଭାରତର ହାରାହାରି ପ୍ରତ୍ୟେକ ରୋଷେଇ ଗୃହରେ କଳାଜିରାର ବ୍ୟବହାର କରାଯିବା ସହିତ କଳାଜିରାରେ ମଜ୍‌ଭୁତ ହୋଇ ରହିଥିବା ତତ୍ତ୍ୱ ଶରୀରକୁ ଅନେକ ରୋଗଠାରୁ ଦୂରେଇ ରଖିବାରେ ବି ବିଶେଷ ସହାୟକ ହୋଇଥାଏ। ଏହାଛଡ଼ା କଳାଜିରାରେ ପର୍ଯ୍ୟାପ୍ତ ମାତ୍ରାରେ ଆଣ୍ଟି-ଆକ୍ସିଡେଣ୍ଟ୍‌ସ ରହିଥିବା ଯୋଗୁଁ ଏହା କର୍କଟ ଭଳି ବ୍ୟାଧିଠାରୁ ମଧ୍ୟ ଆମକୁ ସୁରକ୍ଷା ଦେବାରେ ସାହାଯ୍ୟ କରିଥାଏ।

ଏହାବ୍ୟତୀତ କଳାଜିରା ରକ୍ତରେ ରହିଥିବା ବିଷାକ୍ତ ପଦାର୍ଥକୁ ସଫା କରିବାର କାର୍ଯ୍ୟ ବି କରିଥାଏ। ତେଣୁ ପ୍ରତ୍ୟେକ ଦିନ ସକାଳେ ଖାଲି ପେଟରେ ଏହାର ପ୍ରୟୋଗ କରିବା ସ୍ୱାସ୍ଥ୍ୟ ଲାଗି ଅଧିକ ଲାଭପ୍ରଦ ଅଟେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe