ଶରୀରରେ ଭିଟାମିନ୍‌-ଡିର ପରିମାଣ ଅଧିକ ହେଲେ କିଡ୍‌ନୀ ନଷ୍ଟ ହେବା ସହ ଦେଖା ଦେଇଥାଏ ଏ ସବୁ ସମସ୍ୟା

ଶରୀରରେ ଭିଟାମିନ୍‌-ଡିର ପରିମାଣ ଅଧିକ ହେଲେ କିଡ୍‌ନୀ ନଷ୍ଟ ହେବା ସହ ଦେଖା ଦେଇଥାଏ ଏ ସବୁ ସମସ୍ୟା

Healthline

ଭିଟାମିନ୍‌-ଡି ଆମ ଶରୀରର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭିଟାମିନ୍‌-ଡିର ମୁଖ୍ୟ ସ୍ରୋତ ସୂର୍ଯ୍ୟ କିରଣ ହୋଇଥିବା ବେଳେ ବିଭିନ୍ନ ପ୍ରକାରର ଖାଇବାରୁ ମଧ୍ୟ ଏହା ଶରୀରକୁ ମିଳିଥାଏ । କିନ୍ତୁ ଯଦି ଶରୀରରେ ଭିଟାମିନ୍‌-ଡିର ପରିମାଣ ଦରକାର ଠାରୁ ଅଧିକ ହୋଇଯାଏ, ତେବେ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯିବା ଆରମ୍ଭ ହୋଇଯାଏ ।

୧. ଭିଟାମିନ୍‌-ଡି ଅଧିକ ହେଲେ କିଡ୍‌ନୀ ଜନିତ ସମସ୍ୟା ଦେଖା ଯାଇଥାଏ । ଏମିତି କି ଷ୍ଟୋନ ହେବାର ମଧ୍ୟ ଆଶଙ୍କା ରହିଥାଏ ।

ଭିଟାମିନ୍‌-ଡି ଅଧିକ ହେଲେ

୨. ହୃଦୟ ପାଇଁ କ୍ଷତିକାରକ ହୋଇଥାଏ ।

୩. ଗର୍ଭପାତର ଆଶଙ୍କା ବଢ଼ି ଯାଇଥାଏ ।

୪. ଥକାପଣ ଅନୁଭବ ହେବା ।

୫. ମୁଣ୍ଡବିନ୍ଧା ଆରମ୍ଭ ହୋଇଯିବା ଭଳି ସମସ୍ୟା ଦେଖା ଯାଇଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe