ସାବଧାନ୍‌ ! ଚୁମ୍ବନ ଯୋଗୁଁ ଏହି ସଂକ୍ରମଣର ଶିକାର ହୋଇ ପାରନ୍ତି!

Advertisment
ସାବଧାନ୍‌ ! ଚୁମ୍ବନ ଯୋଗୁଁ ଏହି ସଂକ୍ରମଣର ଶିକାର ହୋଇ ପାରନ୍ତି!

ଆପ୍‌ଷ୍ଟିନ୍‌-ବାର୍‌ ଭାଇରସ୍‌ (EBV)ମାଧ୍ୟମରେ ଶରୀରରେ ମନୋନ୍ୟୁକ୍ଲିଓସିସ୍‌ ସଂକ୍ରମଣ ବ୍ୟାପିଥାଏ। ଏହି ସଂକ୍ରମଣ ଲାଳ ମାଧ୍ୟମରେ ଜଣଙ୍କ ପାଖରୁ ଅନ୍ୟ ଜଣଙ୍କ ପାଖକୁ ପହଞ୍ଚିଥାଏ। ଏହି ରୋଗ କେବଳ ଚୁମ୍ବନ ଦ୍ୱାରା ନୁହେଁ, ଉଭୟଙ୍କ ଅଇଁଠା ଖାଦ୍ୟ ବା ପାଣି ପିଇଲେ ମଧ୍ୟ ହୋଇପାରେ। ଅନୁସନ୍ଧାନରୁ କାହିଁକି ହୋଇଥାଏ ଏହି ରୋଗ ଓ ଏହାର ସଙ୍କେତ କ’ଣ ସେ ବିଷୟରେ ଜାଣନ୍ତୁ….

publive-image

ଏହି ରୋଗ ଶରୀରରେ ଆପ୍‌ଷ୍ଟିନ୍‌-ବାର୍‌ ଭାଇରସ୍‌ (EBV) ବ୍ୟାପିଲେ ହୋଇଥାଏ। ଆପ୍‌ଷ୍ଟିନ୍‌-ବାର୍‌ ଭାଇରସ୍‌ (EBV) ଯୋଗୁଁ ଶରୀରରେ ମନୋନ୍ୟୁକ୍ଲିଓସିସ୍‌ ସଂକ୍ରମଣ ବ୍ୟାପିଥାଏ। ଏହି ସଂକ୍ରମଣ ଲାଳ ମାଧ୍ୟମରେ ବ୍ୟାପିଥାଏ।

publive-image

publive-image

publive-image

କିସିଙ୍ଗ୍‌ ଡିଜିଜ୍‌ର ସଙ୍କେତ: ଲମ୍ବା ସମୟ ଧରି ଜ୍ୱର ଲାଗି ରହିବା, ଦୌର୍ବଲ୍ୟ ବା କ୍ଳାନ୍ତି ଅନୁଭବ ହେବା, ଲମ୍ବା ସମୟ ଧରି ମୁଣ୍ଡବିନ୍ଧା ଲାଗି ରହିବା, ଦୀର୍ଘ ସମୟ ଧରି ଗଳାରେ ଦରଜ ରହିବା ଓ ଶରୀରରେ (ସ୍କିନ୍‌ରେ) ରାସେଜ୍‌ ଲାଗି ରହିବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe