୬ଟି ରୋଗରୁ ମୁକ୍ତି ଦେଇଥାଏ ପାଓ୍ଵାର୍‌ ଯୋଗାସନ

Advertisment

ସମ୍ପୂର୍ଣ୍ଣ ଦେହର ଚର୍ବିକୁ ନଷ୍ଟ କରି ଶରୀରକୁ ପୁଣି ସୁଗଠିତ କରିଥାଏ ପାଓ୍ଵାର୍‌ ଯୋଗ

ସମ୍ପୂର୍ଣ୍ଣ ଦେହର ଚର୍ବିକୁ ନଷ୍ଟ କରି ଶରୀରକୁ ପୁଣି ସୁଗଠିତ କରିଥାଏ ପାଓ୍ଵାର୍‌ ଯୋଗ

୬ଟି ରୋଗରୁ ମୁକ୍ତି ଦେଇଥାଏ ପାଓ୍ଵାର୍‌ ଯୋଗାସନ

publive-imageଆଜିକାଲି ପାଓ୍ଵାର ଯୋଗ ଖୁବ୍‌ ଚର୍ଚ୍ଚାରେ ଅଛି। ଯୋଗ ଏକ୍ସପର୍ଟ୍‌ଙ୍କ କହିବା ଅନୁସାରେ ପାଓ୍ଵାର୍‌ ଯୋଗ ଭାରତର ପ୍ରାଚୀନ ଅଷ୍ଟାଙ୍ଗ ଯୋଗର ଆଥ୍‌ଲେଟିକ୍‌ ଷ୍ଟାଇଲ୍‌ ଅଟେ। ବେରିଲ ବେଣ୍ଡର୍‌ ବର୍କ୍‌ ଓ ବ୍ରାଏନ୍‌ କେଷ୍ଟ୍‍ ୧୯୯୦ ମସିହାରେ ଆମେରିକାରେ ପାଓ୍ଵାର୍‌ ଯୋଗ ଆରମ୍ଭ କରିଥିଲେ। ଏହି ଯୋଗକୁ ଭିନ୍ନ ଭିନ୍ନ ଷ୍ଟାଇଲ୍‌ରେ ୪୫ ମିନିଟ୍‌ରେ କରିପାରିବେ। ଏହାକୁ ସକାଳ ବେଳା ସପ୍ତାହକୁ ୨ରୁ ୩ ଥର କରାଯାଇଥାଏ।

publive-image

ପାଓ୍ଵାର୍‌ ଯୋଗ, ଯାହା କମ୍‌ ସମୟରେ ଅଧିକ ଉପକାରୀ ହୋଇଥାଏ।

publive-image

ପାଓ୍ଵାର୍‌ ଯୋଗ ଅଷ୍ଟାଙ୍ଗ ଯୋଗ ଭଳି, ଯୋଗର ଆଥ୍‌ଲେଟିକ୍‌ ଷ୍ଟାଇଲ୍‌ ଅଟେ। ଏହି ଯୋଗର ଆରମ୍ଭ ୧୯୯୦ ମସିହାରେ ହୋଇଥିଲା।

publive-image

ଏଥିରେ ନିଶ୍ୱାସର ଗତି ଓ ଚେତନାର ଶକ୍ତି ଉପରେ ଅଧିକ ଦୃଢ଼ତା ରହିଥାଏ। ଭିନ୍ନ ଭିନ୍ନ ପ୍ରଣାଳୀରେ ଏହି ଯୋଗାସନ କରା ଯାଇପାରେ।

publive-image

ପାଓ୍ଵାର୍‌ ଯୋଗର ଉପକାରିତା: ମୋଟାପଣ କମ୍‌ କରେ। ଆଜ୍‌ମା, ଗଣ୍ଠିବାତ, ଅବସାଦ ଆଦିରୁ ମୁକ୍ତି ଦିଏ। ରକ୍ତ ସଞ୍ଚାଳନ ଠିକ୍‌ କରିଥାଏ। ଗୋଇଠି ଦରଜ ଭଲ କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe