ହାତ ଧୋଇବା ପୂର୍ବରୁ ଅଳ୍ପ ଉଷୁମ ପାଣିରେ ପ୍ରଥମେ ହାତକୁ ଓଦା କରିବା ଉଚିତ , ଜାଣନ୍ତୁ କାରଣ

ହାତ ଧୋଇବା ପୂର୍ବରୁ ଅଳ୍ପ ଉଷୁମ ପାଣିରେ ପ୍ରଥମେ ହାତକୁ ଓଦା କରିବା ଉଚିତ , ଜାଣନ୍ତୁ କାରଣ

photo-amarujala

ଏବେ ସମସ୍ତେ ଉଣା ଅଧିକେ ସ୍ୱାସ୍ଥ୍ୟ ସଚେତନ। ଏଣୁ ସେମାନେ ନିଜ ଶରୀର ଓ ପରିବେଶର ସ୍ୱଚ୍ଛତା ପ୍ରତି ଯଥେଷ୍ଟ ଧ୍ୟାନ ଦେଇଥାନ୍ତି। ହାତ ଧୋଇବା ପୂର୍ବରୁ ଅଳ୍ପ ଉଷୁମ ପାଣିରେ ପ୍ରଥମେ ହାତକୁ ଓଦା କରନ୍ତୁ। ସେହି ଓଦା ହାତରେ ସାବୁନ୍‌ ବା ହ୍ୟାଣ୍ଡଓ୍ଵାସ୍‌ ଲଗାନ୍ତୁ। ଦୁଇ ହାତ ପାପୁଲିକୁ ଭଲ ଭାବେ ଘଷନ୍ତୁ,ଯେପରିକି ସେଥିରୁ ଫେଣ ବାହାରିବ। ଏହି କ୍ରିୟା ଅତି କମ୍‌ରେ ୨୦  ସେକେଣ୍ଡ ଯାଏଁ କରନ୍ତୁ।

ଏବେ ଆସନ୍ତୁ ଜାଣିବା କେତେବେଳେ ହାତ ଧୋଇବା ଉଚିତ: ଖାଦ୍ୟ ପ୍ରସ୍ତୁତି ବେଳେ ଓ ଖାଦ୍ୟ ଖାଇବା ବେଳେ ଏବଂ ଖାଦ୍ୟ ପରିବେଷଣ କରିବା ପୂର୍ବରୁ ଓ ପରେ।

ଶୌଚ ହେବା ପରେ ହାତ ଧୋଇବା ଜରୁରୀ

-ନାକ ବା ମୁହଁରେ ହାତ ଲଗାଇ ଛିଙ୍କିବା ପରେ

-ଯେକୌଣସି ପ୍ରକାରର ରାସାୟନିକ ସାମଗ୍ରୀର ବ୍ୟବହାର ପରେ

-ନିଜର ବା ପିଲାମାନଙ୍କର ନାକ ସଫା କରିବା ପରେ

-ଟଏଲେଟ୍‌ ଯିବା ପରେ

-ଶାରୀରିକ ସଂପର୍କ ପରେ ବି ହାତ ଧୋଇବା ନିହାତି ଆବଶ୍ୟକ

Image result for play with dogs photo-everydayhealth

-ଗୃହପାଳିତ ପଶୁମାନଙ୍କ ସହ ଖେଳିବା ପରେ

-କୌଣସି ରୋଗ ପୀଡ଼ିତାଙ୍କ ସହିତ ମିଶିବା ପରେ ବି ହାତ ଧୋଇବା ଜରୁରୀ।

-

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe