ମଲାଇକାଙ୍କ ଯୁବା ତ୍ବଚାର ରହସ୍ୟ ଜାଣନ୍ତୁ, ଦୈନିକ ସକାଳୁ କରିଥାନ୍ତି ଏହି କାମ

Advertisment
ଆଇଟମ୍ ନମ୍ବର ନେଇ ଫେରୁଛନ୍ତି ମଲାଇକା

www.healthshots.com

ମୁମ୍ବାଇ: ଅଭିନେତ୍ରୀ ମଲାଇକା ଅରୋରାଙ୍କ ଫିଟ୍‌ନେସ୍ ଯେକେହିଙ୍କୁ ବି ଚକିତ କରାଇପାରେ। ସବୁବେଳେ ଯୁବା ଯୁବା ଦିଶୁଥିବା ଏହି ଅଭିନେତ୍ରୀ କିପରି ନିଜ ବୟସର ଛାପକୁ ଚେହେରାରେ ଆଣିବାକୁ ଦିଅନ୍ତି ନାହିଁ ତାହା ଜାଣିବାକୁ ଇଚ୍ଛା ସଭିଙ୍କ ପାଖ‌ରେ ଥାଏ। ମାତ୍ର ଜାଣିରଖନ୍ତୁ ଯେ ମଲାଇକାଙ୍କ କହିବା ମୁତାବକ ଯୁବା ‌ଦିଶିବା ପାଇଁ ବିଶେଷ କୌଣସି ପରିଶ୍ରମର ଆବଶ୍ୟକତା ନାହିଁ। ନିଜ ସ୍ବାସ୍ଥ୍ୟକୁ ନେଇ ନିଜେ ଯଦି ସାମାନ୍ୟ ସଚେତନ ରହିବା ତେବେ ମୁଖମଣ୍ଡଳ ସଦା ଔଜଲ୍ୟ ଦିଶିବ।

ମଲାଇକାଙ୍କ କହିବା ମୁତାବକ ଶରୀରକୁ ସଦା ଆବଶ୍ୟକୀୟ ଜଳ ମିଳିବା ଉଚିତ। ଅର୍ଥାତ ଆମେ ବିଭିନ୍ନ ପ୍ରକାର ପାନୀୟ ପାନ କରି ଶରୀରରେ ଜଳୀୟ ଅଂଶକୁ ବଜାୟ ରଖିବା ଦରକାର।

View this post on Instagram

#vitamindtherapy#stayhomestaysafe

A post shared by Malaika Arora (@malaikaaroraofficial) on

ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏକ ଭିଡିଓ ପୋଷ୍ଟ୍‌ କରି ଲେଖିଛନ୍ତି ଯେ ସେ ଭିଟାମିନ୍‌ ଡି ପାଇବା ପାଇଁ ଦୈନିକ ସକାଳେ ନିଶ୍ଚୟ ସୂର୍ଯ୍ୟୋକିରଣରେ ଛିଡ଼ା ହୋଇଥାନ୍ତି।

ଆପଣ ଜାଣିଥିବେ ନିଶ୍ଚୟ ଯେ ଏହି ଭିଟାମିନ୍‌ ଡି ତ୍ବଚା ପାଇଁ ଖୁବ୍‌ ଉପକାରୀ। ସୂର୍ଯ୍ୟୋକିରଣ ଆମ ତ୍ବଚାକୁ ଯେତିକି ଯୁବା ଦିଶିବାରେ ସାହାଯ୍ୟ କରିପାରେ ଅନ୍ୟ କେଉଁଟିରେ ସେ ଉପାଦାନ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe