ବୟସ ୫ ବର୍ଷ କମ୍‌ କରିବା ପାଇଁ ଆପଣାନ୍ତୁ ଏହି ଉପାୟ!

Advertisment
ବୟସ ୫ ବର୍ଷ କମ୍‌ କରିବା ପାଇଁ ଆପଣାନ୍ତୁ ଏହି ଉପାୟ!

ଆମେ ନିଜର ବୟସ ଲୁଚାଇବା ପାଇଁ ଅନେକ ପ୍ରକାରର ଉପାୟ ଅବଲମ୍ବନ କରିଥାଉ। ହେଲେ ଆପଣ ଜାଣନ୍ତି କି ନିଜ ମୁହଁରେ କଫି-ଦୁଧ ପେଷ୍ଟ୍‍  ଲଗାଇଲେ ଆପଣ ଅଧିକ ଯୁବା ଦିଶିବେ। ଏହା ଲଗାତାର ୧୫  ଦିନ ପର୍ଯ୍ୟନ୍ତ ରାତିରେ ଏମିତି କରିଲେ ଆପଣ ନିଜ ବୟସଠାରୁ ୫ ବର୍ଷ ସାନ ଦିଶିବେ।

ଏଥିପାଇଁ ଆପଣଙ୍କୁ କିଛି କଫିଗୁଣ୍ଡ ଓ କ୍ଷୀର ସଂଗ୍ରହ କରିବେ। ଏହାକୁ ମିଶାଇବା ଲାଗି ଏକ ପାତ୍ର ଦରକାର। ଏହାକୁ ଫେଣ୍ଟିବା ପାଇଁ ଏକ ଚାମଚ ବି ଆବଶ୍ୟକ।  ପ୍ରଥମେ କଫିକୁ ପାତ୍ରରେ ରଖନ୍ତୁ। ସେଥିରେ କ୍ଷୀର ମିଶାନ୍ତୁ। ଏଭଳି ମାତ୍ରାରେ କ୍ଷୀର ଦିଅନ୍ତୁ, ଯେପରିକି ଏକ ବହଳିଆ ପେଷ୍ଟ୍‍ ତିଆରି ହେବ। ଏହି ପେଷ୍ଟ୍‍କୁ ମୁହଁରେ ଲଗାଇବା ପୂର୍ବରୁ ମୁହଁରେ ମୁଖା ବ୍ୟବହାର କରିବା ଆବଶ୍ୟକ। କାରଣ ସେପରି ନ ହେଲେ ଆଖିପାଖ ଅଞ୍ଚଳରେ ଏହା ଯେପରି ଲାଗି ନ ଯାଏ,ସେଥିପ୍ରତି ସତର୍କ ଦୃଷ୍ଟି ଦେବା ଆବଶ୍ୟକ। ଏହି ପେଷ୍ଟ୍‍କୁ ମୁହଁରେ ୧୫ ରୁ ୨୦ ମିନିଟ୍‌ ଯାଏଁ ଲଗାଇ ରଖନ୍ତୁ।

publive-image photo-youtube

ଏହି ସମୟ ଭିତରେ ତ୍ୱଚା ଉପରେ ଏହାର ପ୍ରଭାବ ପକାଇବ।ତା’ପରେ ମୁଖାକୁ କାଢ଼ି ଗରମ ଜଳରେ ଭଲ ଭାବରେ ଧୋଇ ଦିଅନ୍ତୁ। ତା’ପରେ ମୁହଁକୁ ସ୍ୱଚ୍ଛ ଜଳରେ ଧୋଇ ନେଲେ ଭଲ। ଏହି ପ୍ରକ୍ରିୟାରେ ଲଗାତାର ୧୫ ଦିନ ଯାଏଁ ରଖିଲେ ଆପଣ ଅଧିକ ଯୁବା ଦିଶିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe