କ୍ଷୀର ସହିତ ଏହିସବୁ ଫଳ ଖାଇବା ଅନୁଚିତ, ଜାଣନ୍ତୁ କିଭଳି ଶାରୀରିକ ସମସ୍ୟା ଦେଖା ଦେଇପାରେ

Advertisment
କ୍ଷୀର ସହିତ ଏହିସବୁ ଫଳ ଖାଇବା ଅନୁଚିତ, ଜାଣନ୍ତୁ କିଭଳି ଶାରୀରିକ ସମସ୍ୟା ଦେଖା ଦେଇପାରେ

ଆମେ ଭାବୁ ଫଳ ଖାଇଲେ ଅଧିକ ସୁସ୍ଥ ରହବା ସମ୍ଭବପର ହୋଇଥାଏ। ଆଉ କ୍ଷୀର ବି ଏକ ପୁଷ୍ଟିକର ଖାଦ୍ୟ ଏକଥା ବି ଜାଣୁ ।ନିଜର ଶରୀରକୁ ସୁସ୍ଥ ରଖିବା ଲାଗି ପ୍ରଚୁର ମାତ୍ରାରେ ଫଳ ଓ ପରିବା ଖାଇଥାଉ। କିନ୍ତୁ ଯଦି ଏମିତି ଫଳ ବି ଅଛି, ଯଦି ଆମେ ତାକୁ ଯଦି କ୍ଷୀର ସାଙ୍ଗରେ ଖାଇବା ତାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ। ଆସନ୍ତୁ ଜାଣିବା କେଉଁ ଫଳ ସହ କ୍ଷୀର ଖାଇବା ଅନୁଚିତ।
ପାଚିଲା ଅମୃତଭଣ୍ଡା ଓ କ୍ଷୀର : ଏହି ଦୁଇ ସାମଗ୍ରୀକୁ ଏକା ସଙ୍ଗେ ଖାଇଲେ ଶରୀରରେ ହିମୋମ୍ଲୋବିନର ଅସନ୍ତୁଳନ ଘଟିଥାଏ। ପିଲାମାନଙ୍କ ପାଇଁ ଏହା ଅତି ହାନିକାରକ ।

publive-image

ସପୁରି ଓ କ୍ଷୀର: ଦୁଧ ସହିତ ସପୁରି ମିଶାଇ ଖାଇବା ଅନୁଚିତ, କାରଣ ଏହା ଫଳରେ ମୁଣ୍ଡବିନ୍ଧା, ଗ୍ୟାସ୍‌ ଓ ସଂକ୍ରମଣ ଆଦି ସମସ୍ୟା ଦେଖା ଦେଇଥାଏ।

କମଳା ଓ କ୍ଷୀର: ଦୁଧ ସହିତ କମଳା ମଧ୍ୟ ଏକାଠି ଖାଇବା ଉଚିତ ନୁହେଁ। କାଣ ଏହା ସହଜରେ ହଜମ ହୋଇ ନଥାଏ। ଏହା ଫଳରେ କେତେକ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe