ନଖର ରଙ୍ଗ ଓ ଆକାରରୁ ଜାଣିପାରିବା ଆମେ କେଉଁ ରୋଗରେ ପୀଡ଼ିତ

ନଖର ରଙ୍ଗ ଓ ଆକାରରୁ ଜାଣିପାରିବା  ଆମେ କେଉଁ ରୋଗରେ ପୀଡ଼ିତ

photo-goodhousekeeping

ଆମ ଶରୀର ଏକଦମ ଆଶ୍ଚର୍ଯ୍ୟଜନକ ଢ଼ଙ୍ଗରେ କାମ କରିଥାଏ। ଏହାର ଏକ ବଡ଼ ବିଶେଷତ୍ୱ ରହିଛି। ନଖର ରଙ୍ଗ ଓ ଆକାରରୁ ମଧ୍ୟ ଆମେ ଜାଣିବା କେଉଁ ରୋଗରେ ପୀଡ଼ିତ।

ଯଦି ଆପଣଙ୍କର ନଖ ମୋଟା ହେଉଛି,ତେବେ ଜାଣନ୍ତୁ ଯେ କୌଣସି ପ୍ରକାରର ସଂକ୍ରମଣ ହେତୁ ଏଭଳି ଘଟିଛି। ଏହା ଫଳରେ ଆପଣ ମଧୁମେହ,ଏଗ୍‌ଜିମା,ସିରୋସିସ ଆଦି ରୋଗ ହେବାର ଆଶଙ୍କା ରହିଛି। ଯଦି ଆପଣଙ୍କ ନଖର ରଙ୍ଗ ହଳଦିଆ ହେଉଛି,ତେବେ ଏହା ପଛରେ ଭୂତାଣୁ ସଂକ୍ରମଣ ମୁଖ୍ୟ କାରଣ।

publive-image photo-youtube

ଯଦି ଆପଣଙ୍କର ନଖ ନୀଳ ରଙ୍ଗ ହେଉଛି,ତେବେ ଶରୀରରେ ପର୍ଯ୍ୟାପ୍ତ ମାତ୍ରାରେ ଅମ୍ଳଜାନ ନାହିଁ ବୋଲି ଜାଣନ୍ତୁ। ନଖର ରଙ୍ଗ ଯଦି ଧୂସର ବା କଳା ହେଉଛି,ତେବେ ତାହା ଥାଇରଏଡ୍‌ର ସୂଚନା ଦେଉଛି। ଅର୍ଥାତ୍‌ ଆପଣ ହରମୋନ୍‌ ଅସନ୍ତୁଳନର ଶିକାର ହୋଇପାରନ୍ତି। ଯଦି ଆପଣଙ୍କର ନଖ ଧଳା ରଙ୍ଗ ହେଉଛି,ତେବେ ତାହା ଆଇରନ୍‌ର ଅଭାବତାକୁ ଦର୍ଶାଉଛି ବୋଲି ଜାଣି ରଖନ୍ତୁ। ଅର୍ଥାତ୍‌ ଆପଣ କୌଣସି ରୋଗର ଶିକାର ହୋଇପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe