ଏଭଳି ପୋଷାକ ପିନ୍ଧନ୍ତୁ ନାହିଁ, ନଚେତ୍‌ ଭୋଗିପାରନ୍ତି ଏସବୁ କଷ୍ଟ!

Advertisment
ବରଗଡ଼ର ବାଲିଜୁରୀ ହାଟ ହେବ ଏସିଆର ବୃହତ୍ତମ ପୋଷାକ ବଜାର

ଆମେ ପ୍ରତିଦିନ ଭିନ୍ନ ଭିନ୍ନ ପୋଷାକ ପିନ୍ଧିଥାଉ। ହେଲେ ମଇଳା ପୋଷାକ ପିନ୍ଧବା ଠିକ୍‌ ନୁହେଁ କାରଣ ଏହାକୁ ପିନ୍ଧିଲେ ଦେହ ଖରାପ ହୋଇଥାଏ,ଆଖପାଖ ଲୋକ ବି ଆପଣଙ୍କ ଠାରୁ ଦୂରେଇ ଯାଆନ୍ତି,ଏକଥା ସମସ୍ତଙ୍କୁ ଜଣା।ମଇଳା ପୋଷାକ ପିନ୍ଧିଲେ ଏଲର୍ଜି ବା ସଂକ୍ରମଣର ଶିକାର ହୋଇପାରନ୍ତି।
ଗରୁଡ ପୁରାଣରେ ମଧ୍ୟ ଏଭଳି ପୋଷାକ ପିନ୍ଧିଲେ କି କ୍ଷତି ଘଟିଥାଏ,ତାହା ବର୍ଣ୍ଣିତ ହୋଇଛି। ପ୍ରଥମ କଥା ହେଲା ଯଦି ଜଣେ ବ୍ୟକ୍ତି ପାଖରେ ସବୁ ସୁଖ ସୁବିଧା ଥାଇ ମଧ୍ୟ ସେ ମଇଳା କଡ଼ା ପିନ୍ଧେ,ତେବେ ତା’ର ସମସ୍ତ ସୁଖ ଲୁପ୍ତ ହୋଇଯାଏ। ଏହା ଫଳରେ ମାଆ ମହାଲକ୍ଷ୍ମୀ ମଧ୍ୟ ରୁଷ୍ଟ ହୋଇଥାଆନ୍ତି।
ମଇଳା ପୋଷାକ ପିନ୍ଧିଲେ,ଆପଣଙ୍କର ବ୍ୟକ୍ତିତ୍ୱ ମଧ୍ୟ ନଷ୍ଟ ହୋଇଥାଏ। ଗରୁଡ଼ ପୁରାଣ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଦୀର୍ଘ ସମୟ ଧରି ମଇଳା ପୋଷାକ ପିନ୍ଧିଲେ ,ଅନ୍ୟ ସବୁ ପୋଷାକ ରୁଷି ଯାଆନ୍ତି।

publive-image
ମଇଳା କପଡ଼ା ପିନ୍ଧିଲେ ଆଉ ବିଶ୍ୱାସ କମ୍‌ ହୋଇଯାଇଥାଏ।ଆପଣ କୌଣସି ବି କାମ ମନ ଲଗାଇ କରିପାରିବେ ନାହିଁ। ଆପଣ କାର୍ଯ୍ୟରେ ସଫଳ ହୋଇପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe