ଏହିସବୁ କାରଣରୁ ଆଳୁ କମ୍‌ ଖାଇବା ଉଚିତ

Advertisment
ଏହିସବୁ କାରଣରୁ ଆଳୁ କମ୍‌ ଖାଇବା ଉଚିତ

ଆମେ ପ୍ରତିଦିନ ଆଳୁ ଖାଇଥାଉ । ହେଲେ ମଧୁମେହ ରୋଗଗ୍ରସ୍ତ ହେବାର ଆଶଙ୍କା ଥାଏ ବୋଲି ଅନେକଙ୍କର ବିଶ୍ୱାସ ।ଏଥିପାଇଁ ଅନେକ ଲୋକ ଆଳୁର ଯଥାସମ୍ଭବ କମ୍‌ ଉପଯୋଗ କରିଥାନ୍ତି। ହେଲେ ଆଳୁ ଖାଇଲେ ଅନ୍ୟ କେତେକ ଶାରୀରିକ ସମସ୍ୟା ବି ଦେଖା ଦେଇଥାଏ।
ଅଧିକ ମାତ୍ରାରେ ଆଳୁ ଖାଇଲେ ଗ୍ୟାସ୍‌ ସମସ୍ୟା ବଢ଼ିଥାଏ। ବିଶେଷ କରି ଯେଉଁମାନେ ଗ୍ୟାସ୍‌ଷ୍ଟ୍ରିକ୍‌ଦ୍ୱାରା ପୀଡ଼ିତ,ସେମାନେ ଆଦୌ ଆଳୁ ଖାଇବା ଉଚିତ ନୁହେଁ। ପ୍ରତିଦିନ ଅଧିକ ଆଳୁ ଖାଇଲେ ବି ଗ୍ୟାସ ସମସ୍ୟା ଉପୁଜିପାରେ।
ଯେଉଁମାନେ ପ୍ରଚୁର ମାତ୍ରାରେ ଆଳୁର ସେବନ କରନ୍ତି,ସେମାନଙ୍କର ଓଜନ ଶୀଘ୍ର ବଢ଼ିବାର ଆଶଙ୍କା ରହିଛି। ଏଣୁ ଯେଉଁମାନେ ନିଜର ଓଜନ କମ୍‌ କରିବାକୁ ଚାହାଁନ୍ତି,ସେମାନେ ଆଳୁ ଠାରୁ ଦୂରେଇ ରହିବା ଉଚିତ।

publive-image
ଅଧିକ ପରିମାଣରେ ଆଳୁ ଖାଇଲେ ରକ୍ତଚାପ ଜନିତ ସମସ୍ୟା ମଧ୍ୟ ଉପୁଜିପାରେ। ଏହା ଫଳରେ ଉଚ୍ଚ ରକ୍ତଚାପ ହେବାର ଆଶଙ୍କା ଅଧିକ। ଏଣୁ ଯଥାସମ୍ଭବ କମ୍‌ ପରିମାଣ ଆଳୁ ଖାଇବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe