ଏହି ଉପାୟ ଅବଲମ୍ବନ କଲେ ଶରୀରରେ ରକ୍ତର ଅଭାବ ଦୂର ହୁଏ

Advertisment
ଏହି ଉପାୟ ଅବଲମ୍ବନ କଲେ ଶରୀରରେ ରକ୍ତର ଅଭାବ ଦୂର ହୁଏ

ଆଜିକାଲି ଅଧିକାଂଶ ଲୋକଙ୍କ ପାଖରେ ରକ୍ତର ଅଭାବ ଦେଖାଯାଇଥାଏ। ରକ୍ତର ଅଭାବ ଯୋଗୁଁ ଏନେମିୟା ଭଳି ସମସ୍ୟା ହୋଇଥାଏ। ଠିକ୍‌ ଭାବରେ ଖାଦ୍ୟ ଗ୍ରହଣ ନ କରିବା ଏହାର ଏକ ମୁଖ୍ୟ କାରଣ। ରକ୍ତ ଅଭାବ ପାଇଁ ରୋଗ ପ୍ରତିରୋଧକ କ୍ଷମତା ବି କମ୍‌ ହୋଇଥାଏ। ଆସନ୍ତୁ କିଭଳି ଆମେ ଏହି ସମସ୍ୟାକୁ ଦୂର କରିପାରିବା ସେ ବିଷୟରେ ଜାଣିବା।

publive-image

ଲୁଣ ଓ ରସୁଣ: ଲୁଣ ଓ ରସୁଣ ଖାଇବା ଦ୍ୱାରା ରକ୍ତ ସଫା ହୋଇଥାଏ। ପୁଣି ଯେଉଁମାନଙ୍କର ରକ୍ତରେ ପ୍ଲେଟଲେଟ୍‌ସର ଅଭାବ ହୋଇଥାଏ, ସେମାନେ ଲୁଣ ଏବଂ ରସୁଣ ଖାଇବା ଉଚିତ୍‌।

publive-image

ପାଳଙ୍ଗ ଜୁସ୍‌: ଦିନରେ ତିନି ଥର ପାଳଙ୍ଗ ଜୁସ୍‌ ପିଅନ୍ତୁ। ପାଳଙ୍ଗ ରେ ଭିଟାମିନ୍‌ ଏ, ଭିଟାମିନ୍‌ ସି ବ୍ୟତୀତ ପ୍ରୋଟିନ୍‌, ସୋଡିୟମ୍‌, କ୍ୟାଲେସିୟମ୍‌ , କ୍ଲୋରିନ୍‌ ଫାଇବର୍‌ ପ୍ରଚୁର ପରିମାଣରେ ଥାଏ।

publive-image

ମକା: ମକାକୁ ସିଝେଇ ଖାଆନ୍ତୁ।

publive-image

ଡାଲ୍‌ଚିନି: ଡାଳଚିନିକୁ ସିଝେଇ ଚା’ ସହିତ ପିଅନ୍ତୁ। ଫଳରେ ରକ୍ତ ହେବା ଦ୍ୱାରା ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ।

publive-image

ଅଁଳା: ଏହାର ରସକୁ ପିଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦେଖାଯାଇ ନ ଥାଏ।

publive-image

ଟମାଟୋ : ଏହା ଖାଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦେଖାଯାଇନଥାଏ।

publive-image

ପାଣି ସିଙ୍ଗଡା: ଏଥିରେ ପ୍ରୋଟିନ୍‌, ଖଣିଜ ପଦାର୍ଥ, କାର୍ବୋହାଇଡ୍ରେଟ୍‌ ଆଦି ପ୍ରଚୁର ପରିମାଣରେ ଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe