ଜାଣନ୍ତୁ ,ଗୋଲାପ ଫୁଲ ଶରୀର ପାଇଁ କେତେ ଉପକାରୀ

ଜାଣନ୍ତୁ ,ଗୋଲାପ ଫୁଲ ଶରୀର ପାଇଁ କେତେ ଉପକାରୀ

ଗୋଲାପ ଫୁଲ ଦେଖିବାକୁ ଯେମିତି ସୁନ୍ଦର,ସେତିକି ଶରୀର ପାଇଁ ମଧ୍ୟ ଉପଯୋଗୀ।ଆସନ୍ତୁ ଜାଣିବା ଗୋଲାପ କିପରି ଶରୀର ଉପକାରୀ-ଗୋଲାପର ଫୁଲର ପାଖୁଡ଼ା ଓ ସେଥିରେ ଥିବାବେଳେ କେତେକ ରୋଗ ପ୍ରତିରୋଧ କରିବା ପାଇଁ ସହାୟକ ହୋଇଥାଏ।

ଅର୍ଜୁନ ଗଛର ଛାଲକୁ ଗୋଲାପର ପାଖୁଡ଼ା ସହିତ ପାଣିରେ ଫୁଟାଇ ଥଣ୍ଡା କରନ୍ତୁ। ଏଥିରୁ ପ୍ରତିଦିନ ଅଧା କପ୍‌୍‌ ପିଇଲେ ହୃଦ୍‌ରୋଗ ଦୂରୀଭୂତ ହୋଇଥାଏ।
ଗୋଲାପରେ ପ୍ରାକୃତିକ ରୂପେ ଭିଟାମିନ୍‌-ସି ରହିଥାଏ। ଏହା ହାଡ଼ ପାଇଁ ଖୁବ୍‌ ଭଲ। ଏହା ହାଡ଼କୁ ଶକ୍ତ କରିଥାଏ। ଗୋଲାପର ପାଖୁଡ଼ାରେ ପ୍ରସ୍ତୁତ ଗୋଲାପ ଜଳ କୋଷ୍ଠକାଠିନ୍ୟତା ଭଳି ରୋଗରୁ ମଧ୍ୟ ମୁକ୍ତ ରଖିଥାଏ। ଏହା ଛଡ଼ା ହାଡ଼ଫୁଟି ରୋଗରୁ ମଧ୍ୟ ରକ୍ଷା କରିଥାଏ।

publive-image photo-pexel

ଖରା ଦିନେ ଡ଼ି.ହାଇଡ୍ରେସନ୍‌ ଏକ ସାଧାରଣ ଶାରୀରିକ ସମସ୍ୟା। ପ୍ରତିଦିନ ଗୋଲାପରେ ଗୁଲକନ୍ଦ ଖାଇଲେ ଏଥିରୁ ମୁକ୍ତି ମିଳିଥାଏ ଓ ଶରୀରରେ ସ୍ଫୂର୍ତ୍ତି ଜାଗି ଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe