ସତର୍କ ରୁହନ୍ତୁ…. ସ୍ଲୋ ପଏଜନ୍‌ ହେଉଛି ଏହି ୬ଟି ଖାଦ୍ୟ!

Advertisment

ଆପଣଙ୍କ ସ୍ୱାସ୍ଥ୍ୟକୁ ଧୀରେ ଧୀରେ ଭୟଙ୍କର କ୍ଷତି ପହଞ୍ଚାଇପାରେ

ଆପଣଙ୍କ ସ୍ୱାସ୍ଥ୍ୟକୁ ଧୀରେ ଧୀରେ ଭୟଙ୍କର କ୍ଷତି ପହଞ୍ଚାଇପାରେ

ସତର୍କ ରୁହନ୍ତୁ…. ସ୍ଲୋ ପଏଜନ୍‌ ହେଉଛି ଏହି ୬ଟି ଖାଦ୍ୟ!

ଅଧିକ ମାତ୍ରାରେ ଲୁଣ ଖାଇଲେ ବହୁ ପ୍ରକାର ରୋଗ ହେବାର ଆଶଙ୍କା ଅଧିକ ହେବା ସହ ପେଟରେ କ୍ୟାନ୍‌ସର ହେବାର ମଧ୍ୟ ଆଶଙ୍କା ବଢ଼ିଯାଏ। ସେହିପରି ଆହୁରି ଅନେକ ଜିନିଷ ରହିଛି ଯାହାକୁ ଆମେ ପ୍ରତିଦିନ ଖାଦ୍ୟ ହିସାବରେ ଖାଇଥାଉ, ସେଗୁଡ଼ିକୁ ସ୍ଲୋ ପଏଜନ୍‌ ବା ଧୀର ବିଷ କୁହାଯାଇପାରେ। କାରଣ ଏହି ସବୁ ଖାଦ୍ୟର ଅଧିକ ମାତ୍ରା ଭୟାବହ ରୋଗ ହେବାର ଆଶଙ୍କା ବଢ଼ାଏ।

publive-image publive-image publive-image publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe