ଖାଦ୍ୟ କମ କରି ନୁହେଁ, ଏହି ସବୁ ଜିନିଷ ଆଘ୍ରାଣ କରି କମାନ୍ତୁ ଓଜନ

Advertisment
ଖାଦ୍ୟ କମ କରି ନୁହେଁ, ଏହି ସବୁ ଜିନିଷ ଆଘ୍ରାଣ କରି କମାନ୍ତୁ ଓଜନ

ଶରୀରର ଓଜନ ନିୟନ୍ତ୍ରଣରେ ରଖିବା ପାଇଁ ଲୋକମାନେ ଖାଦ୍ୟ କମ୍‌ କରିବା ଆରମ୍ଭ କରିଥାନ୍ତି । କିନ୍ତୁ ଏବେ ଖାଦ୍ୟ କମ କରି ନୁହେଁ, ଏହି ସବୁ ଜିନିଷକୁ ଆଘ୍ରାଣ କରି ଆପଣ ଓଜନ କମାଇ ପାରିବେ । କେମିତି ଆସନ୍ତୁ ଜାଣିବା ।

ଯେତେବେଳେ କୌଣସି ଅଧିକ ଗନ୍ଧଯୁକ୍ତ ପଦାର୍ଥର ଆଘ୍ରାଣ କରାଯାଏ,ସେତେବେଳେ ଶରୀରରେ ଥିବା ମେଟାବଲିଜିମ୍‌ ଅଧିକ ସକ୍ରିୟ ହୋଇଥାଏ । ଏହା ଦ୍ୱାରା ଶରୀରକୁ ଶକ୍ତି ମିଳିବା ସହ ଭୋକ କମ ଲାଗିଥାଏ, ଯାହାଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ ।

୧.ଭିଟାମିନ୍‌ରେ ଭରପୂର ଥିବା ପୁଦିନା ତେଲ ଆଘ୍ରାଣ କରିବା ଦ୍ୱାରା ଶରୀରକୁ ଭରପୂର ଶକ୍ତି ମିଳିଥାଏ । ସାରାଦିନର ଥକାପଣକୁ ଦୂର କରିବା ପାଇଁ ରାତିରେ ଏହି ତେଲର ଆଘ୍ରାଣ କରନ୍ତୁ । ଯାହାଦ୍ୱାରା ଆପଣଙ୍କ ଶରୀରରେ ମେଟାବଲିଜିମ୍‌ ବଢ଼ିବା ସହ ଓଜନ କମ ହୋଇଥାଏ ।

Image result for poodina oil Healthline

୨.ଏକ ଗବେଷଣା ଅନୁଯାୟୀ, ମୋଟାପଣର ଶିକାର ହୋଇଥିବା ଲୋକମାନଙ୍କୁ ଭୋକ ଲାଗିଲେ ସବୁଜ ସେଓ ଏବଂ କଦଳୀକୁ କାଟି ତାହାର ବାସ୍ନାକୁ ଆଘ୍ରାଣ କରିବା ଦରକାର । ଏହା ଦ୍ୱାରା ଭୋକ ଲାଗିବା ବନ୍ଦ ହେବା ସହ ଓଜନ କମ ହୋଇଥାଏ ।
୩.ରସୁଣକୁ କାଟି ଏହାର ବାସ୍ନାକୁ ଆଘ୍ରାଣ କରିବା ଦ୍ୱାରା ଓଜନ କମ ହୋଇଥାଏ ।

Image result for garlic Medical News Today

୪.ଅଳେଇଚ ତେଲକୁ ଖାଦ୍ୟରେ କିଛି ବୁନ୍ଦା ମିଶାଇ ଖାଆନ୍ତୁ । ଏହାର ବାସ୍ନା ଦ୍ୱାରା ଓଜନ କମ ହେବା ସହ ପେଟଜନିତ ଅନେକ ସମସ୍ୟା ଦୂର ହୋଇଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe