ଛିଙ୍କରୁ ରକ୍ଷା ପାଇବାକୁ ଆପଣାନ୍ତୁ ,ଏହିସବୁ ସରଳ ଉପାୟ ଭିତରୁ ଗୋଟିଏ

Advertisment
ଛିଙ୍କରୁ ରକ୍ଷା ପାଇବାକୁ ଆପଣାନ୍ତୁ ,ଏହିସବୁ ସରଳ ଉପାୟ ଭିତରୁ ଗୋଟିଏ

ବର୍ଷା ଦିନେ ସାଧାରଣତଃ ଥଣ୍ଡା ହେଲେ ବା ଆଲର୍ଜି ହେଲେ ଛିଙ୍କ ହୋଇଥାଏ ବୋଲି କୁହାଯାଏ। ଯଦି ଆପଣଙ୍କର ବି ବେଶି ଛିଙ୍କ ହେଉଥାଏ ତେବେ ସେଥିରୁ ରକ୍ଷା ପାଇବା ଲାଗି ନିମ୍ନ ସରଳ ଉପାୟଗୁଡ଼ିକୁ ଆପଣାଇ ପାରନ୍ତି ।
ପ୍ରଥମତଃ ଆପଣ ବିଭିନ୍ନ ପ୍ରକାରର ସାଇଟ୍ରସ୍‌ ଫଳ ଯଥା କମଳା, ଲେମ୍ବୁ, ଅଙ୍ଗୁର ଓ ବାତାପି ଆଦି ଖାଇପାରନ୍ତି । ଏଥିରେ ଆଣ୍ଟି ଆକ୍ସିଡେଣ୍ଟସ ପ୍ରଚୁର ମାତ୍ରାରେ ଥିବା ହେତୁ ଏହା ଆପଣଙ୍କୁ ସୁରକ୍ଷା ଦେଇପାରିବ ।
ପ୍ରତିଦିନ ଦୁଇ ତିନିଟି ଅଅଁଳା ସେବନ କଲେ ମଧ୍ୟ ଛିଙ୍କ ସମସ୍ୟାରୁ ମୁକ୍ତି ମିଳିଥାଏ ।
ଛିଙ୍କ ନ ହେବା ପାଇଁ ଚାହୁଁଥିଲେ ଦିନରେ ଦୁଇ ତିନିଥର ବଡ଼ ଅଳେଇଚ ଚୋବାନ୍ତୁ । ଏହା ଆପଣଙ୍କୁ ଆରାମ ଦେବ ।

publive-image
ଅଦାରେ ଆଣ୍ଟି ସେପ୍ଟିକ୍‌ ଗୁଣ ରହିଛି । ତିନି ଇଞ୍ଚ ଅଦା ଖଣ୍ଡକୁ ଦୁଇ ଚାମଚ ମହୁରେ ମିଶାଇ ପାଣିରେ ଫୁଟାନ୍ତୁ । ପ୍ରତିଦିନ ଶୋଇବା ପୂର୍ବରୁ ଏହି ମିଶ୍ରଣ ପାନ କଲେ ଛିଙ୍କ ହେବାର ଆଶଙ୍କା ରହିବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe