ଏହି ୫ଟି ଶାରୀରିକ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୂଜ...

ଏହି ୫ଟି ଶାରୀରିକ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୂଜ...

nari.punjabkesari.in

ତରଭୂଜରେ ଫାଇବରର ମାତ୍ରା ଅଧିକ ପରିମାଣରେ ରହିଥିବାରୁ ତାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଖରାଦିନେ ଏହାକୁ ଖାଇବା ଦ୍ୱାରା ଶରୀରରେ ଜଳୀୟଅଂଶ ଠିକ୍‌ ଭାବେ ରହିଥାଏ । କିନ୍ତୁ ଏଥିରେ ଫାଇବର ଏବଂ ପାଣିର ମାତ୍ରା ଅଧିକ ଥିବାରୁ କିଛି ଲୋକଙ୍କ ପାଇଁ ଏହା ହାନିକାରକ ହୋଇଥାଏ । ଆସନ୍ତୁ ଜାଣିବା ସେ ବିଷୟରେ...

୧. ତରଭୂଜରେ ୧୦୦ରୁ ୭୦ପ୍ରତିଶତ ନାଚୁରାଲ ସୁଗାର ରହିଥାଏ । ଯାହା ଶରୀରରେ ଥିବା ରକ୍ତ ସହ ଖୁବ୍‌ ସହଜରେ ମିଶି ଯାଇଥାଏ । ଏଥି ପାଇଁ ମଧୁମେହ ରୋଗୀ ଏହାର ସେବନ କରିବା ଉଚିତ ନୁହେଁ ।

publive-image nari.punjabkesari.in

୨. କିଡ୍‌ନୀ ସମସ୍ୟା ଥିବା ଲୋକେ ତରଭୂଜ ଖାଇବା ଉଚିତ ନୁହେଁ । ଏହି ରୋଗୀମାନଙ୍କର ପରିଶ୍ରା ଠିକ୍‌ ଭାବରେ ହୋଇ ନଥାଏ । ଯଦି ଏଭଳି ପରିସ୍ଥିତିରେ ସେମାନେ ପାଣିର ଅଧିକ ମାତ୍ରା ଥିବା ତରଭୂଜ ସେବନ କରୁଛନ୍ତି, ତେବେ ସେମାନଙ୍କର କିଡ୍‌ନୀ ଖରାପ ହେବାର ଆଶଙ୍କା ବଢ଼ି ଯାଇଥାଏ ।

୩. ତରଭୂଜ ଶରୀରକୁ ଥଣ୍ଡା କରୁଥିବାରୁ ଆସ୍ଥମା ରୋଗୀଙ୍କୁ ଏହାଠାରୁ ଦୂରରେ ରହିବା ଅତ୍ୟନ୍ତ ଜରୁରୀ । ତରଭୂଜରେ ଆମିନୋ ଏସିଡ୍‌ ରହିଥାଏ । ଯାହା ଆସ୍ଥମା ରୋଗୀଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ ।

publive-image nari.punjabkesari.in

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe