Image Source: Zee News
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ପକ୍ଷରୁ ୨୦୨୧ ମସିହା ପାଇଁ କ୍ୟାଲେଣ୍ଡର ପ୍ରକାଶିତ କରାଯାଇଛି। ଏହି କ୍ୟାଲେଣ୍ଡରରେ ଆସନ୍ତା ଜାନୁଆରି ୧୪ ତାରିଖରେ ପୋଙ୍ଗଲ, ମକର ସଂକ୍ରାନ୍ତି ଓ ବିହୁ ପର୍ବ ପାଇଁ କୋର୍ଟ ଛୁଟି ରହିବ ବୋଲି ଉଲ୍ଲେଖ ରହିଛି। ସୁପ୍ରିମକୋର୍ଟ ଇତିହାସରେ ଏହା ପ୍ରଥମ ଘଟଣା ଏବଂ ପ୍ରଥମଥର ପାଇଁ ତିନୋଟି ପର୍ବରେ ଛୁଟି ଘୋଷଣା କରାଯାଇଛି। ମକର ସଂକ୍ରାନ୍ତି ପାଇଁ ଛୁଟି ଘୋଷଣା କରାଯାଇଥିବାରୁ ସୁପ୍ରିମକୋର୍ଟର ଓଡ଼ିଆ ଆଇନଜୀବୀ ସ୍ବାଗତ କରିଛନ୍ତି।
Follow Us