ଯଦି ଆପଣଙ୍କ ଶରୀରରେ ଦେଖାଦିଏ ଏହି ସବୁ ସଙ୍କେତ, ହୋଇପାରେ ତଣ୍ଟି କ୍ୟାନ୍‌ସର!

Advertisment
ଯଦି ଆପଣଙ୍କ ଶରୀରରେ ଦେଖାଦିଏ ଏହି ସବୁ ସଙ୍କେତ, ହୋଇପାରେ ତଣ୍ଟି କ୍ୟାନ୍‌ସର!

କ୍ୟାନ୍‌ସର ଏକ ଏମିତି ରୋଗ ଯେଉଁଥିରେ ଶରୀରର କୌଣସି ପାର୍ଶ୍ୱରେ ଏବ୍‌ନର୍ମାଲ୍‌ ସେଲ୍‌ସ (କୋଷ) ବଢ଼ି ଚାଲିଥାଏ। ତଣ୍ଟି କ୍ୟାନ୍‌ସର୍‌ରେ ମଧ୍ୟ ଏମିତି ହୋଇଥାଏ। ଯେତେବେଳେ ତଣ୍ଟିରେ ଏବ୍‌ନର୍ମାଲ ସେଲ୍‌ସ୍‌ ବଢିବାରେ ଲାଗେ, ସେତେବେଳେ ସେଲ୍‌ସ କୌଣସି ଗଠନର ରୂପ ଧାରଣ କରିନିଏ। ଏମିତିରେ ତଣ୍ଟି କ୍ୟାନ୍‌ସର୍‌ର ଆଶଙ୍କା ବଢ଼ିଯାଇଥାଏ। ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ଏହି କ୍ୟାନ୍‌ସର୍‌ ଅଧିକ ହୋଇଥାଏ। ଯଦି ଆପଣ ଏହି ସଙ୍କେତକୁ ଜାଣିପାରୁଛନ୍ତି; ତା’ହେଲେ ସମସ୍ୟାକୁ ନିୟନ୍ତ୍ରଣ କରିହେବ। କ୍ୟାନ୍‌ସର୍‌ ହସ୍‌ପିଟାଲ୍‌ର ସିନିୟର କନ୍‌ସଲ୍‌ଟେଣ୍ଟ୍‌ ଡାକ୍ତରଙ୍କ ମତରେ ଏହି ସବୁ ସଙ୍କେତରୁ ଜାଣିହେବ ତଣ୍ଟି କ୍ୟାନ୍‌ସର।

(ବି.ଦ୍ର.: ଜରୁରୀ ନୁହେଁ କି ଏହି ସମସ୍ତ ସଙ୍କେତ କ୍ୟାନ୍‌ସର୍‌ର କାରଣ ହୋଇପାରେ। କିନ୍ତୁ ଏହା ବିପଦ ମଧ୍ୟ ହୋଇପାରେ, ସେଥିପାଇଁ ଏହିସବୁ ସଙ୍କେତ ଦେଖାଦେଲେ ତୁରନ୍ତ ଆକ୍ସ୍‍ପର୍ଟ୍‌ଙ୍କ ସହ ଯୋଗାଯୋଗ କରନ୍ତୁ।)

publive-image

ସଙ୍କେତ ୧: ସ୍ୱର ବଦଳିଯିବା ବା ସ୍ୱର ମୋଟା ହୋଇଯିବା

publive-image

ସଙ୍କେତ ୨: ଖାଦ୍ୟ ଗିଳିଲାବେବେ ସମସ୍ୟା ଦେଖାଦେବା

publive-image

ସଙ୍କେତ ୩: ଖୁବ୍‌ ଶୀଘ୍ର ଓଜନ କମିବା

publive-image

ସଙ୍କେତ ୪: ଲମ୍ବା ସମୟ ଧରି ତଣ୍ଟି ଖରଖର ହେବା

publive-image

ସଙ୍କେତ ୫: କଫ ସହ ରକ୍ତ ବାହାରିବା

publive-image

ସଙ୍କେତ ୬: ତଣ୍ଟି ଦରଜ ଦୀର୍ଘଦିନ ଧରି ରହିବା

publive-image

କାହିଁକି ହୋଇଥାଏ ତଣ୍ଟିରେ କ୍ୟାନ୍‌ସର୍‌?
ଅଧିକ ଧୂମପାନ କରିଲେ
ଅଧିକ ତମ୍ବାକୁ ଖାଇଲେ
ଅଧିକ ମଦ ପିଇଲେ
ଦାନ୍ତ ସଫା ନ କରିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe