ଜୀବନଚର୍ଯ୍ୟା ରାତ୍ର ଭୋଜନ କାହିଁକି ଶୀଘ୍ର କରିବା ଦରକାର? ହୃଦ୍ଘାତ ଓ ଷ୍ଟ୍ରୋକ୍ରୁ ବଞ୍ଚିବା ପାଇଁ ଜଲଦି ଖାଆନ୍ତୁ ଡିନର୍ Advertisment November 21, 2017, 05:25 PM IST 21 Nov 2017 17:25 IST Sambad Digital Follow Us ଏକ ଅନୁସନ୍ଧାନରୁ ଜଣାପଡ଼ିଛି କି ବିଳମ୍ବିତ ରାତିରେ ରାତ୍ର ଭୋଜନ କରିଲେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ। ଏହା ଆପଣଙ୍କ ବ୍ଲଡ୍ପ୍ରେସର୍ ବଢ଼ାଇବା ସହ ହାଟ୍ର୍ ଆଟାକ୍ ଭଳି ବିପତ୍ତିକୁ ମଧ୍ୟ ଟାଣିଆଣେ। ଅନୁସନ୍ଧାନ ଅନୁସାରେ ସନ୍ଧ୍ୟା ୭ଟା ସୁଦ୍ଧା ଡିନର୍ ବା ରାତ୍ର ଭୋଜନ କରିଦେବା ଉଚିତ୍।