ଜାଣନ୍ତୁ ଆଜିର ରାଶିଫଳ

Advertisment
ଜାଣନ୍ତୁ ଆଜିର ରାଶିଫଳ

publive-imageମେଷ: ଦିନଟି ଉତ୍ସାହ ଭରା ରହିବ। ଭଲ କ˚ପାନିରେ ଇଣ୍ଟର୍‍ଭ୍ୟୁ ପାଇଁ ଖବର ଆସିବ। କୌଣସି ବନ୍ଧୁ ଆପଣଙ୍କର ସହାୟତା କରିପାରନ୍ତି।

publive-imageବୃଷ: ରାଜନୀତି କ୍ଷେତ୍ରରେ ପରିସର ବଢ଼ିବ। ବନ୍ଧୁଙ୍କ ଘରକୁ ଯିବା ପାଇଁ ଯୋଜନା କରିବେ। ଚାକିରିଜୀବୀଙ୍କୁ ସୁବର୍ଣ୍ଣ ସୁଯୋଗ ମିଳିବ। ବ୍ୟବସାୟରେ ପରିବର୍ତ୍ତନ ଆଣିବେ।

publive-imageମିଥୁନ: କର୍ମକ୍ଷେତ୍ରରେ ଭଲ ନୀତି ଅନୁସରଣ କରି କାମ କରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ।

publive-imageକର୍କଟ: ବ୍ୟବସାୟ ପାଇଁ ଦିନଟି ଲାଭଦାୟକ। ନୂଆ ଲୋକଙ୍କ ସହିତ ବନ୍ଧୁତା ହେବ। ରୋଜଗାର ଖୋଜୁଥିବା ଯୁବକଙ୍କୁ ଉପାର୍ଜନ ମିଳିବ।

publive-imageସି˚ହ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ପୁରୁଣା ବନ୍ଧୁଙ୍କ ସହିତ ମିଶିବା ପାଇଁ ଇଚ୍ଛା ହେବ। ପୂର୍ବରୁ କିଣିଥିବା ଜମି ଭଲ ଦାମ୍‌ରେ ବିକ୍ରି କରିବେ।

publive-imageକନ୍ୟା: ଆତ୍ମସମୀକ୍ଷାରେ ସମୟ ବିତିବ। ଆପଣଙ୍କ ସହିତ ବିଶ୍ବାସଘାତ କରିଥିବା ବ୍ୟକ୍ତିଙ୍କୁ କ୍ଷମା କରି ଦିଅନ୍ତୁ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।

publive-imageତୁଳା: ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ। ଠିକାଦାରଙ୍କୁ ଧନଲାଭ ହେବ। ଜୀବନସାଥୀଙ୍କ ଠାରୁ ଢେର‌୍‌ ପ୍ରେମ ପାଇବେ।

publive-imageବିଛା: ଧର୍ମ କାର୍ଯ୍ୟରେ ଆପଣଙ୍କର ଆସ୍ଥା ବଢ଼ିବ। ମନକୁ ଶାନ୍ତ ରଖି ବିବାଦର ସମାଧାନ କରନ୍ତୁ। ଭୂସ˚ପତ୍ତି କିଣିବା ଯୋଗ ରହିଛି।

publive-imageଧନୁ: ସକାରାତ୍ମକ ଭାବନା ଓ ଶକ୍ତିକୁ ପ୍ରୟୋଗ କରନ୍ତୁ। କୋର୍ଟ କଚେରି ମାମଲାରେ ଜିତିବେ। ବ୍ୟାବସାୟିକ ସଉଦା ପାଇଁ ରାଜ୍ୟ ବାହାରକୁ ଯିବେ।

publive-imageମକର: କ୍ୟାରିୟର ସମ୍ବନ୍ଧରେ ବିଚାର ବିମର୍ଶ କରିବେ। ନୂଆ ସ୍ରୋତରୁ ଧନଲାଭ ହେବ। ପ୍ରିୟ ବନ୍ଧୁ ସହିତ ମିଳନର ଯୋଗ ରହିଛି। ବାହନ କିଣିବା ଲାଗି ଇଚ୍ଛା ହେବ।

publive-image

କୁମ୍ଭ: କୌଣସି କାର୍ଯ୍ୟ ସ˚ପୂର୍ଣ୍ଣ ହେବା ଯୋଗୁଁ ଲୋକେ ଅଭିନନ୍ଦନ ଜଣାଇବେ। ବନ୍ଧୁ ସହିତ ସମ୍ବନ୍ଧରେ ସୁଧାର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।

publive-imageମୀନ: ଅନ୍ୟମାନଙ୍କ ସହିତ କଥା କହିବା ବେଳେ ଠିକ୍‌ ଭାଷା ପ୍ରୟୋଗ କରନ୍ତୁ। ପୂର୍ବରୁ କିଣିଥିବା ଜମି ବିକିଲେ ଯଥେଷ୍ଟ ଲାଭ ହେବ। ପ୍ରେମ ଜୀବନ ଭଲ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe