ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

publive-image

ମେଷ: ସନ୍ଧ୍ୟା ସୁଦ୍ଧା ଶୁଭ ଖବର ପାଇବେ। କିଣାବିକାରେ ଆପଣଙ୍କୁ ଲାଭ ହେବ। ବିବାହିତଙ୍କ ଲାଗି ଦିନଟି ଭଲ ରହିବ।

publive-image

ବୃଷ: ମନୋରଂଜନ ପାଇଁ ଘରେ ଖେଳ ଆୟୋଜନ କରିବେ। ବେପାରୀବର୍ଗଙ୍କୁ ଅଚାନକ ଧନଲାଭ ହେବ। ନିର୍ଦ୍ଧାରିତ ସମୟରେ କାମ ପୂରା କରିବେ।

publive-imageମିଥୁନ: ଛୋଟ କଥାରେ ଧ୍ୟାନ ଦେଲେ ଯାଇ ସଫଳତା ପାଇବେ। ସ୍ବାସ୍ଥ୍ୟ ଲାଭ ପାଇଁ ଯୋଗ କରନ୍ତୁ। ମାତାପିତାଙ୍କ ପରାମର୍ଶ ଫଳପ୍ରଦ ହେବ।

publive-imageକର୍କଟ: ଜରୁରୀ କାମ ସଂପୂର୍ଣ୍ଣ ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବାର ଯୋଜନା କରିପାରନ୍ତି। ଆପଣଙ୍କର ସାମାଜିକ ପରିସର ବୃଦ୍ଧି ହେବ।

publive-imageସିଂହ: ଅଧିକାରୀମାନଙ୍କ ସହ ବିଶେଷ ପ୍ରସଙ୍ଗରେ କଥାବାର୍ତ୍ତା କରିବେ। ଜରୁରୀ କାମରେ ଜୀବନସାଥୀଙ୍କ ପରାମର୍ଶ ନିଅନ୍ତୁ। ଧନଲାଭର ଅବସର ପାଇବେ।

publive-imageକନ୍ୟା: ପରିବାର ସହଯୋଗରେ ଜରୁରୀ କାମ ପୂରା ହୋଇଯିବ। ନିଷ୍ପତ୍ତିରେ ଅଟଳ ରହିପାରିବେ ନାହିଁ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।

publive-imageତୁଳା: କାମରେ ଭଉଣୀଙ୍କର ସହଯୋଗ ପାଇବେ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିବ। ଜୀବନରେ ଖୁବ୍ ଉନ୍ନତି ହେବ।

publive-imageବିଛା: ଅନ୍ୟଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ଦୀର୍ଘ ଦିନର କାମ ପୂରା ହୋଇଯିବ। ଉପରିସ୍ଥ କର୍ମଚାରୀ ଆପଣଙ୍କ କାମ ଦେଖି ଖୁସି ହେବେ।

publive-imageଧନୁ: ଅଫିସ କାମରେ ବ୍ୟସ୍ତ ରହିବେ। ଜୀବନସାଥୀଙ୍କୁ ନେଇ ଅତ୍ୟଧିକ ଭାବପ୍ରବଣ ହେବେ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ।

publive-imageମକର: ବୈବାହିକ ଜୀବନ ଖୁସିରେ ଭରା ରହିବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।

publive-image

କୁମ୍ଭ: ନିତିଦିନିଆ କାମରେ ସଫଳତା ମିଳିବ। ଲୋକଙ୍କୁ ଆପଣଙ୍କ ବିଚାର ପସନ୍ଦ ଆସିବ। ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ।

publive-imageମୀନ: କାନୁନ ମାମଲାରେ ବିଶେଷ ଲୋକଙ୍କ ସାହାଯ୍ୟ ପାଇବେ। ନୂଆ ବ୍ୟବସାୟର ପ୍ରସ୍ତାବ ମିଳିପାରେ। ଆପଣଙ୍କର ସଫଳତା ସୁନିଶ୍ଚିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe