/sambad/media/post_attachments/wp-content/uploads/2017/11/ms-1.jpg)
ମେଷ: ପୂର୍ବ ନିଷ୍ପତ୍ତି ସମ୍ପର୍କରେ ପୁନର୍ବାର ବିଚାର କରିବେ। ଅଧିକାରୀବର୍ଗ ଆପଣଙ୍କ ଉପରେ ଖୁସି ରହିବେ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: ବେପାର ବଢ଼ାଇବା ପାଇଁ ନୂଆ ଶୈଳୀ ଅବଲମ୍ବନ କରିବେ। ଘରେ ଲାଗି ରହିଥିବା ବିବାହ ସମସ୍ୟାର ସମାଧାନ ହେବ। ପରିଶ୍ରମ ବଳରେ ନିଜ କାମ ପୂରା କରିବାରେ ସଫଳ ହେବେ।
/sambad/media/post_attachments/wp-content/uploads/2017/11/mithun.jpg)
ମିଥୁନ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ପରିବାର ଲୋକ ସହଯୋଗ କରିବେ। ଜୀବନସାଥୀଙ୍କ ସହ ଲାଗି ରହିଥିବା ମତଭେଦ ସମାପ୍ତ ହୋଇଯିବ।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭ। ବନ୍ଧୁ ଆପଣଙ୍କୁ କାମରେ ସହଯୋଗ କରିବେ। କମ୍ ସମୟରେ ବହୁତ କାମ ସମାପ୍ତ କରିବାକୁ ଚେଷ୍ଟା କରିବେ।
/sambad/media/post_attachments/wp-content/uploads/2017/11/singha.jpg)
ସିଂହ: ପରିବାର ଲୋକଙ୍କ ସହ ଭଲ ସାମଞ୍ଜସ୍ୟ ରହିବ। ଦୀର୍ଘ ଦିନର ବାକିଥିବା କାମରେ ସଫଳତା ପାଇବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଛାତ୍ରଙ୍କ ଲାଗି ଦିନଟି ଭଲ।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: କୋର୍ଟ କଚେରି ମାମଲାରେ ଆପଣଙ୍କର ଜୟ ହେବ। ଭାଇ ସହ ସମ୍ବନ୍ଧ ମଜଭୁତ ହେବ। ଋଣ ପରିଶୋଧ କରିବେ। ରାଜନୀତିରେ ସଫଳତା ପାଇବେ।
/sambad/media/post_attachments/wp-content/uploads/2017/11/tula.jpg)
ତୁଳା: ଆପଣ ନିଜ ପରିଶ୍ରମରେ ସନ୍ତୁଷ୍ଟ ରହିବେ। ପୁଞ୍ଜି ଲଗାଣରେ ଆପଣଙ୍କୁ ଲାଭ ହେବ। ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷଙ୍କୁ ଭଲ ଚାକିରି ମିଳିବ। ପାରିବାରିକ ଜୀବନ ସୁଖମୟ ହେବ।
/sambad/media/post_attachments/wp-content/uploads/2017/11/bicha.jpg)
ବିଛା: ଓକିଲଙ୍କ ଲାଗି ଦିନଟି ଭଲ। କୌଣସି ବଡ଼ ନିଷ୍ପତ୍ତିକୁ ନେଇ ଆପଣଙ୍କ ମନରେ ଅନିଶ୍ଚିତତା ରହିବ। ପ୍ରିୟଜନଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।
/sambad/media/post_attachments/wp-content/uploads/2017/10/dhanu.jpg)
ଧନୁ: ପାରିବାରିକ ଜୀବନ ସୁଖଦ ହେବ। ଆବଶ୍ୟକତାରୁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ଯାଆସ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଚାକିରିଆଙ୍କୁ ନୂଆ ଦାୟିତ୍ବ ମିଳିବ।
/sambad/media/post_attachments/wp-content/uploads/2017/11/makar.jpg)
ମକର: ଆପଣଙ୍କର ଅଧୁରା କାମ ପୂରା ହେବ। ଚାକିରିଆମାନେ ଉନ୍ନତିର ଉଚିତ ଅବସର ପାଇବେ। ଶିକ୍ଷାର୍ଥୀ ନୂଆ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଚିନ୍ତା କରିବେ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ଆପଣଙ୍କ ମନ ଆଧ୍ୟାତ୍ମିକ ଚିନ୍ତାରେ ମଗ୍ନ ରହିବ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ। ଅଳଙ୍କାର ବ୍ୟବସାୟୀଙ୍କର ଧନଲାଭ ହେବ। ଅଫିସ କାମ ପୂରା କରିବାରେ ଅଧିକ ସମୟ ଲାଗିବ।
ମୀନ: ଚାକିରିରେ ପଦୋନ୍ନତି ଯୋଗ ରହିଛି। ନୂଆ ଜମି କିଣିବା ପୂର୍ବରୁ ଦଲିଲକୁ ଭଲଭାବେ ଯାଞ୍ଚ କରି ନିଅନ୍ତୁ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।
Follow Us