ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment
ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

publive-imageମେଷ: ଦିନଟି ବ୍ୟସ୍ତତାରେ କଟିବ। ବ୍ୟବସାୟରେ ଧନଲାଭ ଯୋଗ ରହିଛି। ପରିବାରର ସବୁ ଲୋକଙ୍କ ସହିତ ଆପଣଙ୍କର ଭଲ ତାଳମେଳ ବଜାୟ ରହିବ।

publive-imageବୃଷ: କ୍ୟାରିୟର ସହ ଜଡ଼ିତ କୌଣସି ମାମଲାର ସମାଧାନ ହୋଇଯିବ। ବ୍ୟବସାୟରେ ନୂଆ ପରିଯୋଜନା ଲାଗୁ କଲେ ଲାଭ ହେବ। ସ୍ବାସ୍ଥ୍ୟରେ ସୁଧାର ହେବ।

publive-imageମିଥୁନ: ଆପଣଙ୍କର ସ୍ବଭାବକୁ ନରମ ରଖନ୍ତୁ। ଅଧିକ ଭାବୁକ ହେଲେ ଅଶାନ୍ତିରେ ରହିବେ। ଚାକିରିଜୀବୀଙ୍କୁ ନୂଆ କାମ କରିବାର ସୁଯୋଗ ମିଳିବ। ପ୍ରେମ ଜୀବନ ଭଲ ରହିବ।

publive-imageକର୍କଟ: ଅଧିକାଂଶ କାମ ପାଇଁ ନିଜକୁ ପ୍ରସ୍ତୁତ ରଖିବେ। କଠିନ ପରିସ୍ଥିତିରେ କିଛି ଲୋକଙ୍କର ସାହାଯ୍ୟ ପାଇବେ। ଛାତ୍ରଙ୍କୁ କମ୍ ପରିଶ୍ରମରେ ଯଥେଷ୍ଟ ସଫଳତା ମିଳିବ।

publive-imageସିଂହ: ମନ ଧର୍ମ କାର୍ଯ୍ୟରେ ଅଧିକ ଲାଗି ରହିବ। ଅନ୍ୟମାନଙ୍କ ସହିତ ଭଲ ତାଳମେଳ ରହିବ। ଶେଷ ମୁହୂର୍ତ୍ତରେ ଯୋଜନା ପରିବର୍ତ୍ତନ କରିବେ। ଆମଦାନିରେ ନୂଆ ଉତ୍ସ ମିଳିପାରେ।

publive-imageକନ୍ୟା: ନିଜ କାମ ନେଇ ସତର୍କ ରୁହନ୍ତୁ। ବନ୍ଧୁଙ୍କ ବ୍ୟବହାର ଆଶ୍ଚର୍ଯ୍ୟଜନକ ହୋଇପାରେ। କ୍ଷୁଦ୍ର ଉଦ୍ୟୋଗୀଙ୍କ ଲାଗି ଦିନଟି ଭଲ। ବୈବାହିକ ଜୀବନ ପ୍ରୀତିମୟ ହେବ।

publive-imageତୁଳା: କାମ ପାଇଁ ଆପଣଙ୍କୁ ଅଧିକ ଯାଆସ କରିବାକୁ ପଡ଼ିପାରେ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। କୌଣସି ବନ୍ଧୁଙ୍କ ଜନ୍ମଦିନ ସମାରୋହକୁ ଯାଇପାରନ୍ତି।

publive-imageବିଛା: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। କୌଣସି ସଂପର୍କୀୟ ଆପଣଙ୍କୁ ଦେଖା କରିବାକୁ ଆସିପାରନ୍ତି। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ।

publive-imageଧନୁ: କାମ ସଂପୂର୍ଣ୍ଣ କରିବା ପାଇଁ ନିଜ ଉପରେ ଭରସା ରଖି ପରିଶ୍ରମ କରନ୍ତୁ। ନୂଆ ଲୋକଙ୍କ ସହିତ ମିଶିଲେ ଜୀବନରେ ପରିବର୍ତ୍ତନ ଆସିବ। ପ୍ରେମ ସମ୍ବନ୍ଧ ମଧୁର ହେବ।

publive-imageମକର: କାମର ବୋଝ ପାଇଁ ଆପଣ ଟିକେ ଅଶାନ୍ତ ରହିବେ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ। ଆପଣଙ୍କର କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ।

publive-image

କୁମ୍ଭ: ନିଜର ଶକ୍ତିକୁ ବ୍ୟର୍ଥ୍ୟ ହେବାକୁ ଦିଅନ୍ତୁ ନାହିଁ। କାମ ସକାରାତ୍ମକ ରୂପେ ସଂପୂର୍ଣ୍ଣ ହେବ। ଆପଣାର ଲୋକ ସହିତ ଘନିଷ୍ଠତା ବଜାୟ ରହିବ। ଛାତ୍ରଙ୍କ ଲାଗି ଦିନଟି ବହୁତ ଭଲ।

publive-imageମୀନ: ଠିକ୍ ତର୍କ ବଳରେ କାହାରିକୁ ବି ନିଜ କଥାରେ ସହମତ କରାଇନେବେ। ସରକାରୀ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe