ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment
ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

publive-imageମେଷ: ଆଗକୁ ବଢ଼ିବା ଲାଗି ଭଲ ଦିନଟିଏ। ବିଲ୍‍ଡର୍ସଙ୍କୁ ଧନଲାଭ ହେବ। ବାହାରକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।

publive-imageବୃଷ: କିଛି ନୂଆ କରି ଦେଖାଇବାର ଇଚ୍ଛା ଜାଗ୍ରତ ହେବ। ସମ୍ମୁଖକୁ ଆସୁଥିବା ସବୁ ଆହ୍ବାନର ଦୃଢ଼ ମୁକାବିଲା କରିବେ। ଜୀବନସାଥୀଙ୍କ ସହ ସମ୍ବନ୍ଧ ନିବିଡ଼ ହେବ।

publive-imageମିଥୁନ: ସମ୍ବନ୍ଧରେ ସୁଧାର ଆଣିବା ଲାଗି ଭଲ ଦିନଟିଏ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ। ରାଜନୀତିରେ ଆର୍ଥିକ ଲାଭ ହେବ।

publive-imageକର୍କଟ: ଯେଉଁ କାମ ମନପ୍ରାଣ ଢାଳି କରିବେ ତାହା ସ˚ପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଜୀବନସାଥୀଙ୍କୁ ମନକଥା କହିବାର ଅବସର ପାଇବେ।

publive-imageସି˚ହ: କାହାରି କାମ ସମ୍ପର୍କରେ ମତ ଦେବାରୁ ନିବୃତ୍ତ ରୁହନ୍ତୁ। ବେପାର କାମରେ ଦୂର ସ୍ଥାନକୁ ଯିବେ। ନିଜର ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

publive-imageକନ୍ୟା: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିବ। ଛାତ୍ରମାନଙ୍କର ଲେଖାପଢ଼ାରେ ମନ ଲାଗିବ।

publive-imageତୁଳା: ଜମି ଦଲାଲଙ୍କ ପାଇଁ ଦିନଟି ଲାଭପ୍ରଦ। ଉଚ୍ଚ ଅଧିକାରୀଙ୍କ ସହିତ ସ˚ପର୍କରେ ଘନିଷ୍ଠତା ବଢ଼ିବ। ବାହନ ଚଳାଇବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

publive-imageବିଛା: ସଂପୂର୍ଣ୍ଣ ଶକ୍ତି ଲଗାଇ କାମ କରନ୍ତୁ, କାମ ସ˚ପୂର୍ଣ୍ଣ ହେବ। ବେପାରରେ ଲାଭ ପାଇବେ। ବିବାହ ସମ୍ବନ୍ଧୀୟ ସମସ୍ୟା ଶୀଘ୍ର ସମାଧାନ ହୋଇଯିବ।

publive-imageଧନୁ: ଜମିରେ ନିବେଶ ଲାଗି ଭଲ ଦିନଟିଏ। ଅଧିକ କ୍ରୋଧ କଲେ ଆପଣଙ୍କ କାମରେ କ୍ଷତି ହୋଇପାରେ। ସମାଜରେ ଉଚିତ ଆଦର ସମ୍ମାନ ପାଇବେ।

publive-imageମକର: ଭାବିଚିନ୍ତି ବ୍ୟବସାୟରେ ଭାଗୀଦାର ବନାନ୍ତୁ। କଳାତ୍ମକ କାମରେ ଆପଣଙ୍କ ମନ ଲାଗିବ। ଘରେ ସୁଖ ଶାନ୍ତି ବଜୟ ରହିବ।

publive-image

କୁମ୍ଭ: ଜୀବନରେ ଆଗକୁ ବଢ଼ିବା ଲାଗି ସୁଯୋଗ ମିଳିବ। ବିବାହିତ ଜୀବନସାଥୀଙ୍କ ସହିତ ତର୍କବିତର୍କ କରନ୍ତୁ ନାହିଁ। ଛାତ୍ରଙ୍କ ଲାଗି ଦିନଟି ଭଲ।

publive-imageମୀନ: କାମରେ ଯାଉଥିବା ବେଳେ ବାଟରେ ବନ୍ଧୁଙ୍କ ସହିତ ଦେଖା ହୋଇପାରେ। ଧନଲାଭର ଯୋଗ ରହିଛି। କଳା କ୍ଷେତ୍ରରେ ଥିବା ଲୋକମାନଙ୍କୁ ଖୁସି ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe