ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment
ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

publive-imageମେଷ: ନିଃସ୍ବାର୍ଥପର ସମାଜ ସେବା ଦ୍ବାରା ପ୍ରତିଷ୍ଠା ବଢ଼ିବ। ମହିଳାମାନଙ୍କ ଲାଗି ଦିନଟି ବହୁତ ଭଲ। ଭବିଷ୍ୟତ ଲାଗି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।

publive-imageବୃଷ: ଧର୍ମ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ଧାର ନେବା ଓ ଦେବାରୁ ନିବୃତ୍ତ ରୁହନ୍ତୁ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ସକାରାତ୍ମକ ରହିବ।

publive-imageମିଥୁନ: ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ। କୋର୍ଟ କଚେରି ବିବାଦରେ ବିଜୟ ଲାଭ କରିବେ।

publive-imageକର୍କଟ: ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇବେ। ଅଫିସ ବିବାଦରେ ଆପଣ ଜୟଯୁକ୍ତ ହେବେ। ଛାତ୍ରଙ୍କୁ ଉତ୍ତମ ପରିଣାମ ମିଳିବ।

publive-imageସି˚ହ: ବ୍ୟବସାୟରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଅଫିସରେ ଅଧିକାରୀଙ୍କ ସହଯୋଗ ପାଇବେ। ପ୍ରେମିକ ଆପଣଙ୍କୁ ଉପହାର ଦେଇପାରନ୍ତି।

publive-imageକନ୍ୟା: ଆପଣ ଶାନ୍ତ ଓ ଚିନ୍ତା ମୁକ୍ତ ରହିବେ। କର୍ତ୍ତୃପକ୍ଷ ଆପଣଙ୍କ ଉପରେ ବହୁତ ଖୁସି ରହିବେ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ।

publive-imageତୁଳା: ଆପଣଙ୍କର ଅଧିକାଂଶ ମାମଲା ସମାଧାନ ହୋଇଯିବ। ଭ୍ରମଣ ସୁଖଦ ରହିବ। ଇ˚ଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।

publive-imageବିଛା: ମନରେ ସକାରାତ୍ମକ ପରିବର୍ତ୍ତନ ହେବ। ଚାକିରି ପାଇଁ ବଡ଼ କ˚ପାନିରୁ ଇମେଲ୍‌ ଆସିପାରେ। ପରିବାରରେ ସୁଖଦ ପରିବେଶ ରହିବ।

publive-imageଧନୁ: ବଡ଼ ସମସ୍ୟାର ସମାଧାନ ପାଇଁ ଆପଣଙ୍କୁ ଦାୟିତ୍ବ ମିଳିବ। ବ୍ୟବସାୟ କାମରେ ବୃଦ୍ଧି ହେବ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି।

publive-imageମକର: ସମସ୍ୟା ହ୍ରାସ ପାଇବ। ଅଫିସରେ ସହକର୍ମୀ ଆପଣଙ୍କ ପକ୍ଷରେ ରହିବେ। ବ୍ୟବସାୟରେ ଧନଲାଭ ହେବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

publive-image

କୁମ୍ଭ: ଦୈନିକ କାମରେ ବାଧା ଉପୁଜିପାରେ। ରାଜନୀତିରେ ସଫଳତା ପାଇବେ। ମହିଳାମାନେ କୌଣସି ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ।

publive-imageମୀନ: ଭଲ ବ୍ୟବହାର ଦ୍ବାରା କିଛି ଲୋକଙ୍କୁ ନିଜ ସପକ୍ଷରେ କରିନେବେ। ବ୍ୟବସାୟ ବୃଦ୍ଧି ପାଇଁ ଯୋଜନା କରିପାରନ୍ତି। ବନ୍ଧୁଙ୍କ ସହିତ ସମ୍ବନ୍ଧ ଉତ୍ତମ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe