ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ସନ୍ଧ୍ୟା ସୁଦ୍ଧା କୌଣସି ଶୁଭ ଖବର ପାଇବେ। ଦୀର୍ଘ ଦିନର ବାକିଥିବା କାମ ପୂରା ହେବ। ଜମିବାଡ଼ି ମାମାଲାରେ ଲାଭ ପାଇବେ। ପାରିବାରିକ ଜୀବନ ସୁଖକର ହେବ। ରାଜନୀତିରେ ସଫଳତା ପାଇବେ। ‌

ବୃଷ: ଆପଣଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଜରୁରୀ କାମରେ ବନ୍ଧୁର ସାହାଯ୍ୟ ପାଇବେ। କେହି ଆପଣଙ୍କ ବେଶଭୂଷାର ପ୍ରଶଂସା କରିବେ। ଶିକ୍ଷାର୍ଥୀଙ୍କ ଧ୍ୟାନ ପାଠପଢ଼ାରେ ଲାଗି ରହିବ। ‌

ମିଥୁନ: ମନକଥା ମନରେ ରଖନ୍ତୁ। ଅଫିସରେ ବାତାବରଣ ଟିକେ ଅଲଗା ହେବ। ଭାବିଚିନ୍ତି ବଡ଼ ନିଷ୍ପତ୍ତି ନିଅନ୍ତୁ। ସିନେ କଳାକାରଙ୍କ ଲାଗି ଭଲ ଦିନଟିଏ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ‌

କର୍କଟ: ପାରିବାରିକ କାମ କରିବା ଲାଗି ଘର ଲୋକଙ୍କ ସହଯୋଗ ପାଇବେ। ଜମି କିଣିବା ଲୋକଙ୍କର ଲାଭ ହେବ। କଠିନ ବିଷୟ ଉପରେ ଶିକ୍ଷକଙ୍କ ସହ ଆଲୋଚନା କରିବେ। ‌

ସିଂହ: ଜୀବନରେ ନୂଆ ଲକ୍ଷ୍ୟ ହାସଲ କରିବେ। ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ଅଚାନକ ଧନଲାଭ ହେବ। ପରିବାରରେ ସବୁ ଲୋକଙ୍କ ସହିତ ଭଲ ସମ୍ବନ୍ଧ ସ୍ଥାପିତ ହେବ। ‌

କନ୍ୟା: ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ। କିଛି ନୂଆ ସଂପର୍କ ଆପଣଙ୍କ ଲିଷ୍ଟରେ ଯୋଡ଼ିବେ। ଆମଦାନି ବୃଦ୍ଧି ପାଇଁ ଆପଣଙ୍କ ମସ୍ତିଷ୍କରେ ନୂଆ ଯୋଜନା ଆସିବ। ଛାତ୍ରୀଙ୍କ ଲାଗି ଦିନଟି ଭଲ। ‌

ତୁଳା: ବହୁ ଦିନର ସ୍ବପ୍ନ ସାକାର ହେବ। ମହିଳାମାନେ କୌଣସି ବିଶେଷ ଖବର ପାଇବେ। ବ୍ୟବସାୟରେ ଉନ୍ନତି ପାଇଁ ଭଲ ସୁଯୋଗ ପାଇବେ। ପ୍ରେମୀ ଯୁଗଳ ନିଜ ସାଥୀର ଭାବନାକୁ ବୁଝିବେ। ‌

ବିଛା: ସାରାଦିନ ମନରେ ପ୍ରସନ୍ନତା ରହିବ। ବେପାରରେ ଅଚାନକ ଧନଲାଭର ଅବସର ପାଇବେ। ସନ୍ଧ୍ୟାରେ କୌଣସି ସମାରୋହରେ ସାମିଲ ହୋଇପାରନ୍ତି। ପ୍ରିୟବନ୍ଧୁ ସହ ସାକ୍ଷାତ ହେବ। ‌

ଧନୁ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିପାରେ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କୁ ନୂଆ କାମ ମିଳିବ। ବିବାହିତ ନିଜର ଜୀବନକୁ ଆନନ୍ଦମୟ କରିବାକୁ ଲାଗି ରହିବେ। 

ମକର: ଚାକିରି ବୃତ୍ତିରେ ସଫଳତା ପାଇବେ। ବାପା ମାଆଙ୍କ ସହିତ ଧର୍ମାନୁଷ୍ଠାନକୁ ବୁଲି ଯିବେ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ଜୀବନସାଥୀ ସହ ସମ୍ବନ୍ଧ ଭଲ ହେବ। ‌‌

କୁମ୍ଭ: କୌଣସି ଅସହାୟ ଲୋକଙ୍କ କାମରେ ଆସିବେ। ଅଫିସରେ ଆପଣଙ୍କ କାମକୁ ନେଇ ପ୍ରଶଂସା ହେବ। କଣ୍ଠଶିଳ୍ପୀ କୌଣସି ମଞ୍ଚରେ ପ୍ରଦର୍ଶନର ସୁଯୋଗ ପାଇବେ। ପ୍ରେମ ଜୀବନ ଭଲ ରହିବ। ‌

ମୀନ: ବନ୍ଧୁଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଯିବେ। କାରବାରରେ ଲାଗି ରହିଥିବା ବାଧା ଦୂର ହେବ। ରାଜନୀତିରେ ମନ ଚାହୁଁଥିବା ପଦ ପାଇବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe