ବୟସ ପୂର୍ବରୁ ଧଳା ହୋଇଯାଉଥିବା କେଶକୁ କଳା କରିବା ପାଇଁ ପିଅନ୍ତୁ ଘରୋଇ ଉପାୟରେ ପ୍ରସ୍ତୁତ ଏହି ଚମତ୍କାରୀ ପାନୀୟ

Advertisment
ବୟସ ପୂର୍ବରୁ ଧଳା ହୋଇଯାଉଥିବା କେଶକୁ କଳା କରିବା ପାଇଁ ପିଅନ୍ତୁ ଘରୋଇ ଉପାୟରେ ପ୍ରସ୍ତୁତ ଏହି ଚମତ୍କାରୀ ପାନୀୟ

publive-image

ଯଦି ଆପଣଙ୍କ କେଶ ବୟସ ପୂର୍ବରୁ ଧଳା ହୋଇଯାଉଛି ଓ ଆପଣ ପୁଣି କଳା କରିବା ପାଇଁ ଚାହୁଁଛନ୍ତି, ତା’ହେଲେ ଘରୋଇ ଉପାୟରେ କେଶକୁ ଏମିତି କରିପାରିବେ ପୁଣି କଳା। ଥରେ ପରୀକ୍ଷା କରି ଦେଖନ୍ତୁ ନା! ଜାଣନ୍ତୁ କେମିତି ତିଆରି କରିବେ ଏହି ଚମତ୍କାରୀ ପାନୀୟ।

publive-image

କେଉଁ କେଉଁ ସାମଗ୍ରୀ ଦରକାର: ଧଳା କେଶକୁ କଳା କରିବା ପାଇଁ ଆପଣଙ୍କ ରୋଷେଇ ଘରେ ଥିବା କିଛି ସାମଗ୍ରୀ କେବଳ ଦରକାର - ଏକ କପ ଅଡସୀ ତେଲ, ୫ଟି ଲେମ୍ବୁ, ୫ଟି ରସୁଣ ଓ ଏକ କପ ମହୁ।

publive-image

କେମିତି ତିଆରି କରିବେ: ଲେମ୍ବୁର ଚୋପାକୁ ବାହାର ନ କରି ଅନ୍ୟ ସବୁ ସାମଗ୍ରୀ ସହ ମିଶାଇ ଏକ ପେଷ୍ଟ୍‍ ତିଆରି କରନ୍ତୁ ଓ ଏକ କାଚ ଜାର୍‌ରେ ରଖି ଦିଅନ୍ତୁ।

publive-image

କେମିତି କରିବେ ବ୍ୟବହାର: ଅତି କମ୍‌ରେ ଦିନକୁ ୩ ଥର ଖାଇବା ପୂର୍ବରୁ ଏହାକୁ ଏକ ଚାମଚ ଲେଖାଏଁ ଖାଆନ୍ତୁ। ତିନି ମାସ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରଖନ୍ତୁ।

publive-image

ଦେଖନ୍ତୁ କେମିତି କାର୍ଯ୍ୟ କରୁଛି ଏହି ଚମତ୍କାରୀ ପାନୀୟ: ଏହାକୁ ବ୍ୟବହାର କରିଥିବା (ବ୍ୟୁଟି ବ୍ଲଗର୍ସ୍‌) ଲୋକମାନଙ୍କ କହିବା ଅନୁସାରେ – ଏହାର ବ୍ୟବହାର ଦ୍ୱାରା କେଶ ମଜବୁତ୍‌ ହୁଏ ଓ କେଶର ପ୍ରାକୃତିକ ରଙ୍ଗ ପୁଣି ଫେରି ଆସିଥାଏ। ଏହା ସହ ଦୃଷ୍ଟିଶକ୍ତିକୁ ମଧ୍ୟ ତେଜ୍‌ କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe