/sambad/media/post_attachments/wp-content/uploads/2017/11/ms-1.jpg) ରବିବାର: କଳାତ୍ମକ କ୍ଷମତା ବିକାଶ ହେବ। ସୋମ ଓ ମଙ୍ଗଳବାର: ଅଯଥାରେ କାହାରି ସହିତ ତର୍କ କରନ୍ତୁ ନାହିଁ। ବୁଧ ଓ ଗୁରୁବାର: ନିତିଦିନିଆ କାମରେ ଲାଭ ହେବ। ଶୁକ୍ର ଓ ଶନିବାର: ଖୁସି ଖବର ପାଇବେ।
ରବିବାର: କଳାତ୍ମକ କ୍ଷମତା ବିକାଶ ହେବ। ସୋମ ଓ ମଙ୍ଗଳବାର: ଅଯଥାରେ କାହାରି ସହିତ ତର୍କ କରନ୍ତୁ ନାହିଁ। ବୁଧ ଓ ଗୁରୁବାର: ନିତିଦିନିଆ କାମରେ ଲାଭ ହେବ। ଶୁକ୍ର ଓ ଶନିବାର: ଖୁସି ଖବର ପାଇବେ।
/sambad/media/post_attachments/wp-content/uploads/2017/11/brus-290x300.jpg) ରବିବାର: ଅର୍ଥ ଉପାର୍ଜନର ସୁଯୋଗ ଆସିବ। ସୋମ ଓ ମଙ୍ଗଳବାର: ଅଧୁରା କାମ ପୂରା ହୋଇପାରେ। ବୁଧ ଓ ଗୁରୁବାର: ସମାଜରେ ଗରିମା ବଢ଼ିବ। ଶୁକ୍ର ଓ ଶନିବାର: ସମସ୍ତଙ୍କର ସହଯୋଗ ପାଇବେ।
ରବିବାର: ଅର୍ଥ ଉପାର୍ଜନର ସୁଯୋଗ ଆସିବ। ସୋମ ଓ ମଙ୍ଗଳବାର: ଅଧୁରା କାମ ପୂରା ହୋଇପାରେ। ବୁଧ ଓ ଗୁରୁବାର: ସମାଜରେ ଗରିମା ବଢ଼ିବ। ଶୁକ୍ର ଓ ଶନିବାର: ସମସ୍ତଙ୍କର ସହଯୋଗ ପାଇବେ।
/sambad/media/post_attachments/wp-content/uploads/2017/11/mithun.jpg) ରବିବାର: ଆର୍ଥିକ ସ୍ଥିତି ଭଲ ରହିବ। ସୋମ ଓ ମଙ୍ଗଳବାର: କିଛି ନୂଆ ଶିଖିବାର ଅବସର ମିଳିବ। ବୁଧ ଓ ଗୁରୁବାର: ବୈବାହିକ ଜୀବନ ଖୁସିଭରା ରହିବ। ଶୁକ୍ର ଓ ଶନିବାର: ନିଜର ସଫଳତାକୁ ନେଇ ଆଶ୍ୱସ୍ତ ରହିବେ।
ରବିବାର: ଆର୍ଥିକ ସ୍ଥିତି ଭଲ ରହିବ। ସୋମ ଓ ମଙ୍ଗଳବାର: କିଛି ନୂଆ ଶିଖିବାର ଅବସର ମିଳିବ। ବୁଧ ଓ ଗୁରୁବାର: ବୈବାହିକ ଜୀବନ ଖୁସିଭରା ରହିବ। ଶୁକ୍ର ଓ ଶନିବାର: ନିଜର ସଫଳତାକୁ ନେଇ ଆଶ୍ୱସ୍ତ ରହିବେ।
/sambad/media/post_attachments/wp-content/uploads/2017/11/karkat.jpg) ରବିବାର: ମନର କଥା ବନ୍ଧୁଙ୍କୁ କହିବେ। ସୋମ ଓ ମଙ୍ଗଳବାର: କାର୍ଯ୍ୟରେ ସଫଳତା ପାଇବେ। ବୁଧ ଓ ଗୁରୁବାର: ସାମାଜିକ କାର୍ଯ୍ୟ ଲାଗି ସମ୍ମାନ ପାଇବେ। ଶୁକ୍ର ଓ ଶନିବାର: ଖର୍ଚ୍ଚ ବଢ଼ିପାରେ।
ରବିବାର: ମନର କଥା ବନ୍ଧୁଙ୍କୁ କହିବେ। ସୋମ ଓ ମଙ୍ଗଳବାର: କାର୍ଯ୍ୟରେ ସଫଳତା ପାଇବେ। ବୁଧ ଓ ଗୁରୁବାର: ସାମାଜିକ କାର୍ଯ୍ୟ ଲାଗି ସମ୍ମାନ ପାଇବେ। ଶୁକ୍ର ଓ ଶନିବାର: ଖର୍ଚ୍ଚ ବଢ଼ିପାରେ।
/sambad/media/post_attachments/wp-content/uploads/2017/11/singha.jpg) ରବିବାର: ମିତ୍ରଙ୍କ ସହଯୋଗ ପାଇବେ। ସୋମ ଓ ମଙ୍ଗଳବାର: କାର୍ଯ୍ୟ କ୍ଷମତା ବୃଦ୍ଧି ହେବ। ବୁଧ ଓ ଗୁରୁବାର: ଆର୍ଥିକ ସ୍ଥିତି ମଜଭୁତ ହେବ। ଶୁକ୍ର ଓ ଶନିବାର: ପରିବାରରେ ଖୁସି ବଜାୟ ରହିବ।
ରବିବାର: ମିତ୍ରଙ୍କ ସହଯୋଗ ପାଇବେ। ସୋମ ଓ ମଙ୍ଗଳବାର: କାର୍ଯ୍ୟ କ୍ଷମତା ବୃଦ୍ଧି ହେବ। ବୁଧ ଓ ଗୁରୁବାର: ଆର୍ଥିକ ସ୍ଥିତି ମଜଭୁତ ହେବ। ଶୁକ୍ର ଓ ଶନିବାର: ପରିବାରରେ ଖୁସି ବଜାୟ ରହିବ।
/sambad/media/post_attachments/wp-content/uploads/2017/11/kanya.jpg) ରବିବାର: ଭଲ କାମ ମିଳିପାରେ। ସୋମ ଓ ମଙ୍ଗଳବାର: ପୁରୁଣା ମିତ୍ରଙ୍କ ସହିତ ଭେଟ ହୋଇପାରେ। ବୁଧ ଓ ଗୁରୁବାର: ଧର୍ମ କାର୍ଯ୍ୟରେ ମନୋନିବେଶ। ଶୁକ୍ର ଓ ଶନିବାର: ବେପାରରେ ଲାଭ ହେବ।
ରବିବାର: ଭଲ କାମ ମିଳିପାରେ। ସୋମ ଓ ମଙ୍ଗଳବାର: ପୁରୁଣା ମିତ୍ରଙ୍କ ସହିତ ଭେଟ ହୋଇପାରେ। ବୁଧ ଓ ଗୁରୁବାର: ଧର୍ମ କାର୍ଯ୍ୟରେ ମନୋନିବେଶ। ଶୁକ୍ର ଓ ଶନିବାର: ବେପାରରେ ଲାଭ ହେବ।
/sambad/media/post_attachments/wp-content/uploads/2017/11/tula.jpg) ରବିବାର: ଜୀବିକାରେ ଉନ୍ନତି ହେବ। ସୋମ ଓ ମଙ୍ଗଳବାର: ସମାଜରେ ମାନ ପ୍ରତିଷ୍ଠା ବଜାୟ ରହିବ। ବୁଧ ଓ ଗୁରୁବାର: କୌଣସି କଥା ବୁଝିବାରେ ଭୁଲ୍ ହୋଇପାରେ। ଶୁକ୍ର ଓ ଶନିବାର: ଆତ୍ମବିଶ୍ୱାସ ବୃଦ୍ଧି ହେବ।
ରବିବାର: ଜୀବିକାରେ ଉନ୍ନତି ହେବ। ସୋମ ଓ ମଙ୍ଗଳବାର: ସମାଜରେ ମାନ ପ୍ରତିଷ୍ଠା ବଜାୟ ରହିବ। ବୁଧ ଓ ଗୁରୁବାର: କୌଣସି କଥା ବୁଝିବାରେ ଭୁଲ୍ ହୋଇପାରେ। ଶୁକ୍ର ଓ ଶନିବାର: ଆତ୍ମବିଶ୍ୱାସ ବୃଦ୍ଧି ହେବ।
/sambad/media/post_attachments/wp-content/uploads/2017/11/bicha.jpg) ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର: ଅଧିକାରୀ ବର୍ଗ ଆପଣଙ୍କ ଉପରେ ଖୁସି ରହିବେ। ବୁଧ ଓ ଗୁରୁବାର: କାମ ପ୍ରତି ସକ୍ରିୟ ରହିବେ। ଶୁକ୍ର ଓ ଶନିବାର: ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ।
ରବିବାର: ଖର୍ଚ୍ଚ ବଢ଼ିପାରେ। ସୋମ ଓ ମଙ୍ଗଳବାର: ଅଧିକାରୀ ବର୍ଗ ଆପଣଙ୍କ ଉପରେ ଖୁସି ରହିବେ। ବୁଧ ଓ ଗୁରୁବାର: କାମ ପ୍ରତି ସକ୍ରିୟ ରହିବେ। ଶୁକ୍ର ଓ ଶନିବାର: ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ।
/sambad/media/post_attachments/wp-content/uploads/2017/10/dhanu.jpg) ରବିବାର: ଘରକୁ ଅତିଥି ଆସିବେ। ସୋମ ଓ ମଙ୍ଗଳବାର: ସମସ୍ୟାର ସମାଧାନ ଲାଗି ରାସ୍ତା ମିଳିବ। ବୁଧ ଓ ଗୁରୁବାର: ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। ଶୁକ୍ର ଓ ଶନିବାର: ପ୍ରେମରେ ସଫଳତା ମିଳିବ।
ରବିବାର: ଘରକୁ ଅତିଥି ଆସିବେ। ସୋମ ଓ ମଙ୍ଗଳବାର: ସମସ୍ୟାର ସମାଧାନ ଲାଗି ରାସ୍ତା ମିଳିବ। ବୁଧ ଓ ଗୁରୁବାର: ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। ଶୁକ୍ର ଓ ଶନିବାର: ପ୍ରେମରେ ସଫଳତା ମିଳିବ।
/sambad/media/post_attachments/wp-content/uploads/2017/11/makar.jpg) ରବିବାର: ଧନଲାଭର ସୁଯୋଗ ମିଳିବ। ସୋମ ଓ ମଙ୍ଗଳବାର: ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ବୁଧ ଓ ଗୁରୁବାର: ପ୍ରେମୀ ଯୁଗଳଙ୍କ ସମୟ ଭଲ। ଶୁକ୍ର ଓ ଶନିବାର: ନୂଆ କାମର ଯୋଜନା ପ୍ରସ୍ତୁତ କରିବେ।
ରବିବାର: ଧନଲାଭର ସୁଯୋଗ ମିଳିବ। ସୋମ ଓ ମଙ୍ଗଳବାର: ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ବୁଧ ଓ ଗୁରୁବାର: ପ୍ରେମୀ ଯୁଗଳଙ୍କ ସମୟ ଭଲ। ଶୁକ୍ର ଓ ଶନିବାର: ନୂଆ କାମର ଯୋଜନା ପ୍ରସ୍ତୁତ କରିବେ।
/sambad/media/post_attachments/wp-content/uploads/2017/11/kumbha.jpg)
ରବିବାର: କାମରେ ସଫଳତା ମିଳିବ। ସୋମ ଓ ମଙ୍ଗଳବାର: ଅଫିସ୍ରେ ନୂଆ ଦାୟିତ୍ଵ ମିଳିପାରେ। ବୁଧ ଓ ଗୁରୁବାର: ପାରିବାରିକ ସମ୍ବନ୍ଧରେ କଟୁତା ଦୂର ହେବ। ଶୁକ୍ର ଓ ଶନିବାର: ମନୋରଂଜନ ଲାଗି ସୁଯୋଗ ପାଇବେ।
/sambad/media/post_attachments/wp-content/uploads/2017/11/mina.jpg) ରବିବାର: କାର୍ଯ୍ୟ କ୍ଷେତ୍ରରେ ଖୁବ୍ ପରିଶ୍ରମ କରିବେ। ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତି ମଜଭୁତ ରହିବ। ବୁଧ ଓ ଗୁରୁବାର: ଭାଇ ଭଉଣୀଙ୍କ ସହଯୋଗ ପାଇବେ। ଶୁକ୍ର ଓ ଶନିବାର: କାରବାରରେ ସଫଳତା ପାଇବେ।
ରବିବାର: କାର୍ଯ୍ୟ କ୍ଷେତ୍ରରେ ଖୁବ୍ ପରିଶ୍ରମ କରିବେ। ସୋମ ଓ ମଙ୍ଗଳବାର: ଆର୍ଥିକ ସ୍ଥିତି ମଜଭୁତ ରହିବ। ବୁଧ ଓ ଗୁରୁବାର: ଭାଇ ଭଉଣୀଙ୍କ ସହଯୋଗ ପାଇବେ। ଶୁକ୍ର ଓ ଶନିବାର: କାରବାରରେ ସଫଳତା ପାଇବେ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2019/10/weekly-rasifal.jpg)