/sambad/media/post_attachments/wp-content/uploads/2017/11/ms-1.jpg)
ରବି, ସୋମ ଓ ମଙ୍ଗଳବାର: ନୂଆ କାମ ହାସଲ କରିବେ। ବୁଧ ଓ ଗୁରୁବାର: କାମକୁ ନେଇ ସହକର୍ମୀଙ୍କ ସହ ବିଚାର ବିମର୍ଶ କରିବେ। ଶୁକ୍ର ଓ ଶନିବାର: ରାଜନୀତିରେ ସଫଳତା ପାଇବେ।
/sambad/media/post_attachments/wp-content/uploads/2017/11/brus-290x300.jpg)
ରବି, ସୋମ ଓ ମଙ୍ଗଳବାର: ପଇସାର ଅଭାବ ଅନୁଭବ କରିବେ। ବୁଧ ଓ ଗୁରୁବାର: ଲେଖାପଢ଼ାରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ବେପାରରେ ଆଶାଠୁ ଅଧିକ ଲାଭ ପାଇବେ।
/sambad/media/post_attachments/wp-content/uploads/2017/11/mithun.jpg)
ରବି, ସୋମ ଓ ମଙ୍ଗଳବାର: ନିଜର ଶକ୍ତି ଠିକ୍ ଦିଗରେ ଲଗାନ୍ତୁ। ବୁଧ ଓ ଗୁରୁବାର: ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଶୁକ୍ର ଓ ଶନିବାର: ସାମାଜିକ କାର୍ଯ୍ୟରେ ପ୍ରଶଂସା ପାଇବେ।
/sambad/media/post_attachments/wp-content/uploads/2017/11/karkat.jpg)
ରବି, ସୋମ ଓ ମଙ୍ଗଳବାର: ନୂଆ ଚାକିରିର ସୁଯୋଗ ରହିଛି। ବୁଧ ଓ ଗୁରୁବାର: ଜୀବନସାଥୀଙ୍କ ଇଚ୍ଛା ପୂରଣ କରିବେ। ଶୁକ୍ର ଓ ଶନିବାର: ମନରେ ନୂଆ ନୂଆ ବିଚାର ଆସିବ।
/sambad/media/post_attachments/wp-content/uploads/2017/11/singha.jpg)
ରବି, ସୋମ ଓ ମଙ୍ଗଳବାର: ଠିକ୍ ଯୋଜନା ପ୍ରସ୍ତୁତ କରିବେ। ବୁଧ ଓ ଗୁରୁବାର: କାମ ପୂରା କରିବା ପାଇଁ ବରିଷ୍ଠଙ୍କ ସାହାଯ୍ୟ ପାଇବେ। ଶୁକ୍ର ଓ ଶନିବାର: କର୍ତ୍ତୃପକ୍ଷଙ୍କ ଠାରୁ ଉପହାର ପାଇବେ।
/sambad/media/post_attachments/wp-content/uploads/2017/11/kanya.jpg)
ରବି, ସୋମ ଓ ମଙ୍ଗଳବାର: ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ବୁଧ ଓ ଗୁରୁବାର: ଭାବିଥିବା କାମ ସଂପୂର୍ଣ୍ଣ ହେବ। ଶୁକ୍ର ଓ ଶନିବାର: ପ୍ରିୟଜନଙ୍କ ସହ ସମ୍ବନ୍ଧରେ ସୁଧାର ଆସିବ।
/sambad/media/post_attachments/wp-content/uploads/2017/11/tula.jpg)
ରବି, ସୋମ ଓ ମଙ୍ଗଳବାର: ପରିବାରରେ ଉତ୍ସବ ଭଳି ପରିବେଶ ରହିବ। ବୁଧ ଓ ଗୁରୁବାର: କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ଶୁକ୍ର ଓ ଶନିବାର: ଚାକିରିଆଙ୍କୁ ନୂଆ ଦାୟିତ୍ବ ମିଳିବ।
/sambad/media/post_attachments/wp-content/uploads/2017/11/bicha.jpg)
ରବି, ସୋମ ଓ ମଙ୍ଗଳବାର: ଜୀବନରେ କିଛି ପରିବର୍ତ୍ତନ ଆସିବ। ବୁଧ ଓ ଗୁରୁବାର: ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ଶୁକ୍ର ଓ ଶନିବାର: ନିଷ୍ପତ୍ତି ତରବରିଆ ଭାବରେ ନିଅନ୍ତୁ ନାହିଁ।
/sambad/media/post_attachments/wp-content/uploads/2017/10/dhanu.jpg)
ରବି, ସୋମ ଓ ମଙ୍ଗଳବାର: ଯୋଜନା ଅନ୍ୟମାନଙ୍କୁ ଜଣାନ୍ତୁ ନାହିଁ। ବୁଧ ଓ ଗୁରୁବାର: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ଶୁକ୍ର ଓ ଶନିବାର: ପରୀକ୍ଷାର୍ଥୀମାନେ ଭଲ ଖବର ପାଇବେ।
/sambad/media/post_attachments/wp-content/uploads/2017/11/makar.jpg)
ରବି, ସୋମ ଓ ମଙ୍ଗଳବାର: ଜମିରେ ନିବେଶ ଲାଗି ସମୟ ଭଲ। ବୁଧ ଓ ଗୁରୁବାର: ଅଧିକାରୀବର୍ଗ ଆପଣଙ୍କ ଉପରେ ଖୁସି ରହିବେ। ଶୁକ୍ର ଓ ଶନିବାର: ବେପାରରେ ଦିଗୁଣା ବୃଦ୍ଧି ହେବ।
/sambad/media/post_attachments/wp-content/uploads/2017/11/kumbha.jpg)
ରବି, ସୋମ ଓ ମଙ୍ଗଳବାର: ସଫଳତାର ନୂଆ ସୁଯୋଗ ହାତକୁ ଆସିବ। ବୁଧ ଓ ଗୁରୁବାର: କାମରେ ବଡ଼ ଭାଇଙ୍କ ସହଯୋଗ ପାଇବେ। ଶୁକ୍ର ଓ ଶନିବାର: ଜୀବନସାଥୀ ସହ ସମ୍ବନ୍ଧରେ ମଧୁରତା ବଢ଼ିବ।
ରବି, ସୋମ ଓ ମଙ୍ଗଳବାର: ପାଖଲୋକଙ୍କଠୁ ଖୁସି ଖବର ପାଇବେ। ବୁଧ ଓ ଗୁରୁବାର: ସରକାରୀ କାମରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: କାରବାରରେ କମ୍ ଲାଭ ମିଳିପାରେ।
Follow Us