ଏହି ଶାରୀରିକ କାରଣରୁ ପ୍ରେମରେ  ପଡ଼ନ୍ତି ଯୁବକ-ଯୁବତୀ !

Advertisment
ଏହି ଶାରୀରିକ କାରଣରୁ ପ୍ରେମରେ  ପଡ଼ନ୍ତି  ଯୁବକ-ଯୁବତୀ !

photo-speakingtree.

ଆଜିକାଲି ଅଧିକାଂଶ ଯୁବକ-ଯୁବତୀଶାରୀରିକ ଆକର୍ଷଣ ଯୋଗୁଁ ପ୍ରେମରେ ପଡ଼ିଥା’ନ୍ତି। ଆସନ୍ତୁ ଜାଣିବା କିଭଳି ଏହା ଗୁରୁତ୍ୱ ରଖିଥାଏ। ପ୍ରଥମତଃ ଯଦି ପ୍ରେମିକର ଉଚ୍ଚତା ଅଧିକ ହୋଇଥାଏ,ତେବେ ପ୍ରେମିକା ତାଙ୍କ ସହ ବାହୁ ବନ୍ଧନରେ ରହିବାକୁ ସୁଖ ମିଣିଥାଏ। ତା’ ଛଡ଼ା ପ୍ରେମିକଟି ପ୍ରେମିକାର ଗାଲରେ ସହଜରେ ଚୁମ୍ବନଟିଏ ଦେଇପାରେ।
ଯୁବତୀ ଓ ଯୁବକଙ୍କୁ ଦେହର ବାସ୍ନା ମଧ୍ୟ ପରସ୍ପରକୁ ଏକାଠି କରିବାର ମାଧ୍ୟମ ହୋଇଥାଏ। ଯେଉଁ ଯୁବକ ବା ଯୁବତୀଙ୍କୁ ଦେହର ବାସ୍ନା ଭଲ ଲାଗେ,ସେମାନେ ଶୀଘ୍ର ପରସ୍ପର ପ୍ରତି ଆକର୍ଷିତ ହୋଇଥା’ନ୍ତି।ଯଦି କୌଣସି ଏକ ସ୍ଥାନରେ ଯଦି ଦୁଇ ବିପରୀତ ଲିଙ୍ଗର ବ୍ୟକ୍ତିଙ୍କର ଦୁଇ ମିନିଟ୍‌ ଯାଏଁ ଆଖିର ମିଳନ ହୋଇଥାଏ,ତେବେ ସେ ଦୁହିଁଙ୍କର ସହଜରେ ପ୍ରେମ ହୋଇଯାଇଥାଏ।
ବେଳେବେଳେ କେତେକ ଯୁବକ-ଯୁବତୀଙ୍କ ମଧ୍ୟରେ ପ୍ରଥମ ଦେଖାରେ ଝଗଡ଼ା ହୋଇଥାଏ,କିନ୍ତୁ ପରେ ଉଭୟଙ୍କ ଭିତରେ ପ୍ରେମ ସଂପର୍କ ଗଢ଼ି ଉଠିଥାଏ। ପରସ୍ପର ପ୍ରତି ଥିବା ସେକ୍ସୁଆଲ୍‌ ଆକର୍ଷଣ ଓ ଉତ୍କଣ୍ଠା ବି ପ୍ରେମର ରୂପ ନେଇଥାଏ।
ଯେତେବେଳେ ଜଣେ ଯୁବକ ,ଜଣେ ଯୁବତୀକୁ କଫି ପିଇବା ଲାଗି ନିମନ୍ତ୍ରଣ କରେ ସେତେବେଳେ ବି ପ୍ରେମ ହୋଇଥାଏ। କେତେକ ଯୁବତୀ ଯୁବକଙ୍କର ବିଳାସମୟ ଜୀବନଶୈଳୀ ,କାର୍‌,ଘର ଓ ବ୍ୟାଙ୍କ୍‌ ବାଲାନ୍‌ସ ଦେଖି ମଧ୍ୟ ଆକର୍ଷିତ ହୋଇଥାନ୍ତି।

publive-image photo-youtube

ଗବେଷକମାନେ ମତ ଦିଅନ୍ତି ଯେ,ଅନେକଙ୍କ କ୍ଷେତ୍ରରେ ହସ ମଧ୍ୟ ପ୍ରେମକୁ ଆଗକୁ ନେଇଥାଏ। ଜଣଙ୍କର ହସ ଆରଜଣକୁ ଭଲ ଲାଗିଲେ ଉଭୟେ ପ୍ରେମରେ ପଡ଼ିଥାନ୍ତି।ଆଉ କେତେକଙ୍କ କ୍ଷେତ୍ରରେ ଏଭଳି ବି ଘଟିଛି ଯେ,ଜଣଙ୍କର ପ୍ରକୃତି ଓ ପ୍ରବୃତ୍ତି ଅନ୍ୟଜଣଙ୍କ ସହ ମିଶୁଥିଲେ,ସେ ଦୁହେଁ ଶୀଘ୍ର ପ୍ରେମରେ ପଡ଼ିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe