ଆପଣଙ୍କ ସହ ଯଦି ଏହି ସବୁ ଘଟଣା ଘଟୁଛି ତେବେ ଆପଣ ଅନ୍ୟର ଭାବନାକୁ ଠିକ୍‌ ଭାବେ ବୁଝିପାରନ୍ତି!

ଆପଣଙ୍କ ସହ ଯଦି ଏହି ସବୁ ଘଟଣା ଘଟୁଛି ତେବେ ଆପଣ ଅନ୍ୟର ଭାବନାକୁ ଠିକ୍‌ ଭାବେ ବୁଝିପାରନ୍ତି!

ଅନ୍ୟର ଆବେଗ, ଭାବପ୍ରବଣତା ବା ଭାବନାକୁ ବୁଝି ପାରିବାର ଶକ୍ତି କ’ଣ ସମସ୍ତଙ୍କ ପାଖରେ ଥାଏ? ଏମିତି ଶକ୍ତି ଯେଉଁମାନଙ୍କ ପାଖରେ ଥାଏ ସେମାନେ ଭବବାନଙ୍କ ସୃଷ୍ଟିା ଆଶିର୍ବାଦ ପରି। ତେବେ, ଚାଲନ୍ତୁ ଜାଣିବା କେଉଁମାନେ ଏପରି ଶକ୍ତିର ଅଧିକାରୀ। ନିମ୍ନରେ ଦିଆଯାଇଥିବା ଘଟଣା ଯଦି ଆପଣଙ୍କ ସହ ଘଟୁଛି ତେବେ ଆପଣ ବି ସେପରି ଶକ୍ତିର ଅଧିକାରୀ।

ଏହି ଧରଣର ବ୍ୟକ୍ତିମାନେ ଜାଣିପାରନ୍ତି ଯେ କିଏ ତାଙ୍କ ସହ ଛଳନା କରି ମିଶୁଛି ଓ କିଏ ତାଙ୍କ ସହ ଆନ୍ତରିକତା ସହ ମିଶୁଛି।

ଏମାନେ ପ୍ରକୃତିକୁ ଖୁବ୍‌ ଭଲପାଆନ୍ତି। ଅଧିକାଂଶ ସହ ଗଛଲତା ଓ ପଶୁପକ୍ଷୀଙ୍କ ସହ ବିତେଇବାକୁ ଭଲପାଆନ୍ତି।

ବେଳେ ବେଳେ ଏମାନେ ଏକୁଟିଆ ରହିବାକୁ ପସନ୍ଦ କରନ୍ତି। ଏକା ରହିଲେ ଉପଭୋଗ କରନ୍ତି। ଏକା ରହିବା ସମୟରେ ନାନା କାମ କରିବାକୁ ମନ ବଳାନ୍ତି।

ଏମାନଙ୍କ ପାଖକୁ ଲୋକମାନେ ପରାମର୍ଶ ପାଇଁ ଆସନ୍ତି। ଏମାନେ ଅନ୍ୟର ଅସୁବିଧାକୁ ସଦା କମ୍‌ କରିବାର ଇଚ୍ଛା ରଖିଥାନ୍ତି।

ସବୁବେଳେ କିଛି ନା କିଛି ଭିନ୍ନ କାମ କରନ୍ତି। ସାଧାରଣ ଲୋକଙ୍କ ତୁଳନାରେ ଏମାନେ ଭିନନ ହୋଇଥାନ୍ତି।

ଅନ୍ୟର ଭାବନାକୁ ପଢ଼ିବା ଏମାନଙ୍କର କଳା ହୋଇଥାଏ। କେଉଁ ଲୋକ ତାଙ୍କ ସହ ରହି ଖୁସି ଅନୁଭବ କରନ୍ତି ତାହା ସେ ଜାଣିିପାରନ୍ତି।

ଏମାନେ ସାମ୍ନା ଲୋକର କଥାକୁ ବେଶି ଶୁଣନ୍ତି। ଭଲ ଭାବେ ଶୁଣିବା ପରେ ନିଜେ ହିଁ ସମାଧାନର ବାଟ କାଢ଼ନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe