ବୋଧହୁଏ କେହି ଜଣେ ସତ କହିଛନ୍ତି କି ଏହି ଦୁନିଆରେ କୌଣସି ବ୍ୟକ୍ତି ପର୍ଫେକ୍ଟ୍ ନୁହଁନ୍ତି!ତେଣିକି ସେ ପୁଅ ହୁଅନ୍ତୁ କି ଝିଅ!ତେବେ ଦିନସାରା ବ୍ୟକ୍ତି ବହୁତ କାମ କରନ୍ତି,ଏମିତିରେ ଜରୁରୀ ନୁହେଁକି ଆପଣଙ୍କର ପ୍ରତ୍ୟେକଟି କାମ ଅନ୍ୟ କାହାରିକୁ ପସନ୍ଦ ଆସିଯିବ ବୋଲି?ହେଲେ ଏହି ସବୁ ମଧ୍ୟରେ ପୁଅମାନଙ୍କ ଠାରେ ଏପରି କିଛି ସମସ୍ୟା ରହିଛି,ଯାହାକିି ଝିଅମାନଙ୍କୁ ଆଦୌ ପସନ୍ଦ ଆସିନଥାଏ! ତେବେଆପଣ ଜାଣନ୍ତି କି ଏପରି ୫ଟି କଥା ଅଛି ଯାହା ଝିଅମାନଙ୍କୁ ଆଦୌ ହେଲେବି
ପସନ୍ଦ ଆସିନଥାଏ ,ଯେଉଁ କାରଣରୁ ସେମାନେ ପୁଅଙ୍କଠାରୁ ଦୂରେଇ ରହିଥା’ନ୍ତି।
୧-ସାଧାରଣତଃ ବଡ଼ ପେଟଥିବା ପୁଅଙ୍କୁ ଝିଅମାନେ ଆଦୌ ପସନ୍ଦ କରନ୍ତିନି!
୨-ଏତଦ୍ବ୍ୟତୀତ ଯେଉଁ ପୁଅମାନେ ଶୋଇବା ସମୟରେ ଘୁଙ୍ଗୁଡ଼ି ମାରିଥା’ନ୍ତି,ତାଙ୍କ ଠାରୁ ମଧ୍ୟ ଝିଅମାନେ ଦୂରେଇକି ରହିଥା’ନ୍ତି।
୩-ଏଥିସହିତ ଯେଉଁ ପୁଅଙ୍କ ଦେହରୁ ଦୁର୍ଗନ୍ଧ ଆସୁଥିବ, ତାଙ୍କଠାରୁ ବି ଝିଅମାନେ ଦୂରେଇକି ରୁହନ୍ତି।
୪-ଏହାସହିତ ଯେଉଁ ବ୍ୟକ୍ତିଙ୍କର ଦାନ୍ତର ରଂଗ ହଳଦିଆ ହୋଇଥାଏ,ତାହାଙ୍କଠୁଁ ମଧ୍ୟ କୋଷେ ହାତ ଦୂରେଇକି ରୁହନ୍ତି ଝିଅ!
୫-ଏଥିସହିତ ଯେଉଁ ପୁଅଙ୍କ ମୁଣ୍ଡରେ କେଶ ନଥାଏ ବା ସେ ଚନ୍ଦା ହୋଇଥାଏ,ତାହାକୁ ବି ଝିଅମାନେ ପସନ୍ଦ କରନ୍ତିନି ।
ଏମିତି ପୁଅଙ୍କଠୁଁ ଦୂରେଇ ରହିଥା’ନ୍ତି ଝିଅ!
Advertisment
Follow Us