ଏହି ୫ଟି ଲକ୍ଷଣରୁ ଜାଣନ୍ତୁ ଆପଣଙ୍କ ସ୍କିନ୍‌ କେୟାର୍‌ ପ୍ରଡକ୍ଟ ଅଜାଣତରେ ଆପଣଙ୍କ ତ୍ୱଚାର କ୍ଷତି କରୁନାହିଁ ତ!

Advertisment
ଏହି  ୫ଟି  ଲକ୍ଷଣରୁ  ଜାଣନ୍ତୁ  ଆପଣଙ୍କ  ସ୍କିନ୍‌ କେୟାର୍‌ ପ୍ରଡକ୍ଟ ଅଜାଣତରେ ଆପଣଙ୍କ  ତ୍ୱଚାର କ୍ଷତି କରୁନାହିଁ ତ!

ନିୟମିତ ଭାବେ ସ୍କିନ୍‌ କେୟାର୍‌ ପ୍ରଡକ୍ଟ୍‌ ବ୍ୟବହାର କରିଲା ପରେ ତ୍ୱଚାରେ ନାଲିକଟାଦାଗ, ଲାଲ୍‌ ପଡ଼ିଯିବ, ତ୍ୱଚା ମାନ୍ଦା ଓ ଶୁଷ୍କ ଦିଶିବା ଭଳି ସମସ୍ୟା ନଜର ଆସିଥାଏ। ଯଦି ଆପଣଙ୍କୁ ବି ଏସବୁ ମଧ୍ୟରୁ କିଛି ନଜର ଆସେ ତା’ହେଲେ ଜାଣି ନିଅନ୍ତୁ କି ଆପଣଙ୍କ ସ୍କିନ୍‌କେୟାର୍‌ ପ୍ରଡକ୍ଟ୍‌ ଆପଣଙ୍କ ତ୍ୱଚାକୁ ସୁହାଉ ନାହିଁ।

publive-image

publive-image

ନିୟମିତ ବ୍ୟବହାର କରୁଥିବା କ୍ରିମ୍‌ ଲଗାଇବା ପରେ ଯଦି ଆପଣଙ୍କ ତ୍ୱଚା ପୋଡ଼ିବା ଭଳି ଲାଗେ।

publive-image

ତ୍ୱଚା ବହୁତ ଅଧିକ ଡ୍ରାଏ (ଶୁଖିଲା ଲାଗିଲେ) ହୋଇଯାଏ।

publive-image

ଯଦି ତ୍ୱଚାରେ ରେସେସ ବା ନାଲିଦାଗ ଦେଖାଦିଏ।

publive-image

ବ୍ରଣ ଉପରେ କ୍ରିମ୍‌ ବ୍ୟବହାର କରିଲେ ଯଦି ତାହା ଲାଲ୍‌ ହୋଇଯାଏ।

publive-image

କ୍ରିମ ବ୍ୟବହାର ପରେ ଶରୀରର କିଛି ସ୍ଥାନ କୁଣ୍ଡେଇ ହେଲେ।

ଯଦି ଏଗୁଡ଼ିକ ଭିତରୁ କିଛି ବି ଲକ୍ଷଣ ଦେଖାଦିଏ ତା’ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe