ମହିଳାଙ୍କୁ କମେଣ୍ଟ୍‌ ମାରି ୨ ଗରିଫ

Advertisment
ଯୌତୁକ ନିର୍ଯାତନାବନ୍ଧା ହେଲେ ସ୍ବାମୀ

ବାରଙ୍ଗ: ନନ୍ଦନକାନନ ବୁଲିବାକୁ ଆସିଥିବା ମହିଳା ପର୍ଯ୍ୟଟକଙ୍କୁ କମେଣ୍ଟ୍‌ ମାରି ୨ ଯୁବକ ଗିରଫ ହୋଇଛି। ସେମାନେ ହେଲେ କଟକ ସିଡିଏ ଅଞ୍ଚଳର ଶୁଭ ବିକାଶ ମିଶ୍ର(୩୪) ଓ କଟକ ପରୀଘାଟ ଅଞ୍ଚଳର ଶୁଭାଶିଷ ସାହୁ(୨୫)। ଏ ନେଇ ଡେପୁଟି ରେଂଜର କମଳ କୁମାର ପଟ୍ଟନାୟକ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ। ଶ୍ରୀ ପଟ୍ଟନାୟକଙ୍କ ଅଭିଯୋଗ ଅନୁଯାୟୀ ଯୁବକ ଦ୍ବୟ ମହିଳା ପର୍ଯ୍ୟଟକଙ୍କୁ କମେଣ୍ଟ କରିଥିଲେ। ଉପସ୍ଥିତ ନନ୍ଦନକାନନ କର୍ମଚାରୀମାନେ ଏହାର ବିରୋଧ କରିବାରୁ ଉଭୟ ସେମାନଙ୍କୁ ଗାଳିଗୁଲଜ ଓ ଧସ୍ତାଧସ୍ତି କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe