ନୟାପଲ୍ଲୀ ପୁଲିସ ହାତରେ ଧରାପଡ଼ିଲେ ୩ କୁଖ୍ୟାତ ଲୁଟେରା

Advertisment
ରାଜଧାନୀରେ ପୁଣି ହତ୍ୟାକାଣ୍ଡ: ସ୍ତ୍ରୀକୁ ପିଟିପିଟି ମାରିଲା ସ୍ୱାମୀ

ଭୁବନେଶ୍ବର: ନୟାପଲ୍ଲୀ ପୁଲିସ ହାତରେ ଧରାପଡ଼ିଛନ୍ତି ୩ କୁଖ୍ୟାତ ଲୁଟେରା। ଏହି ୩ଜଣ ଲୁଟେରାଙ୍କୁ ନୟାପଲ୍ଲୀ ଇନ୍ଦ୍ରଧନୁ ମାର୍କେଟ ପାଖରୁ ଗିରଫ କରିଛି ପୁଲିସ। ଏମାନଙ୍କ ନାମରେ କମିସନରେଟ ପୁଲିସ ପକ୍ଷରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।

ଗତକାଲି ଜଣେ ଯୁବକଙ୍କଠାରୁ ମୋବାଇଲ ଛଡାଇ ନେଇ ପଳାଉଥିବା ବେଳେ ସେମାନଙ୍କୁ କାବୁ କରିଥିଲା ପୁଲିସ। ପୁଲିସ ସେମାନଙ୍କ ନିକଟରୁ ମୋବାଇଲ ଓ ବାଇକ ଜବତ କରିଛି। ଏହି ୩ ଜଣ ଲୁଟେରା ନୟାପଲ୍ଲୀ ବେହେରା ସାହିର ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe