୩ ଡିସେମ୍ବରରେ ଇଟ୍ ନାଟ୍ୟ ସଂସ୍ଥାର ସୁବର୍ଣ୍ଣ ଜୟନ୍ତୀ

Advertisment

ଇଣ୍ଟରନାସନାଲ୍ ଥିଏଟର (ଇଟ୍) ନାଟ୍ୟ ସଂସ୍ଥା ପକ୍ଷରୁ ଆସନ୍ତା ୩ ଡିସେମ୍ବର ଠାରୁ ୭ ଡିସେମ୍ବର ଯାଏଁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଏହାର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳନ ଆରମ୍ଭ କରାଯିବ ବୋଲି ସାମ୍ବାଦିକ ସମ୍ମିନଳୀରେ ସଂସ୍ଥା ପକ୍ଷରୁ ‌ଘୋଷଣା କରାଯାଇଛି ।

PC1

ଭୁବନେଶ୍ବର: ଇଣ୍ଟରନାସନାଲ୍ ଥିଏଟର (ଇଟ୍) ନାଟ୍ୟ ସଂସ୍ଥା ପକ୍ଷରୁ ଆସନ୍ତା ୩ ଡିସେମ୍ବର ଠାରୁ ୭ ଡିସେମ୍ବର ଯାଏଁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଏହାର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳନ ଆରମ୍ଭ କରାଯିବ ବୋଲି ସାମ୍ବାଦିକ ସମ୍ମିନଳୀରେ ସଂସ୍ଥା ପକ୍ଷରୁ ‌ଘୋଷଣା କରାଯାଇଛି ।

ଏଠାରେ ଜାତୀୟ ନାଟକ ଉତ୍ସବ ଆୟୋଜନ ହେବ ଓ ଭାରତର ବିଭିନ୍ନ ସ୍ଥାନରୁ ଦଳ ମାନେ ଯୋଗଦେବାର ଆଶା କରାଯାଉଛି । ଏହି ଅବସରରେ ୫୦ ଜଣଙ୍କୁ ଇଟ୍ ସମ୍ମାନରେ ସମ୍ମାନୀତ କରାଯିବ ଏବଂ ୫ ଜଣଙ୍କୁ ଇଟ୍ ପୁରସ୍କାର ପ୍ରଦାନ କରାଯିବ ।

ଏହି ଅବସରରେ ଏକ ଜାତୀୟ ଆଲୋଚନା ଚକ୍ର ଆୟୋଜନ କରାଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଏହା ସହିତ ଏକ ପ୍ରଦର୍ଶନୀ ଓ ନାଟ୍ୟ ପୁସ୍ତକ ମେଳା ମଧ୍ୟ ଅନୁଷ୍ଠିତ ହେବ  ବୋଲି ଇଟ୍ ନିର୍ଦ୍ଦେଶକ ମିହିର ମେହେର କହିଛନ୍ତି।

ସୂଚନାଯୋଗ୍ୟ, ଇଟ୍ ସ୍ୱର୍ଗତଃ ଗୋବିନ୍ଦ ଗୁପ୍ତା ଓ ଶ୍ରୀମତୀ ବିଜୟା ଗୁପ୍ତାଙ୍କ ଦ୍ୱାରା ୧୯୭୫ ମସିହାରେ ପ୍ରତିଷ୍ଠା ହୋଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe