ବାଣୀବିହାର ଷ୍ଟେସନରୁ ୪ ବର୍ଷର ଶିଶୁ ଉଦ୍ଧାର

Advertisment
ବାଣୀବିହାର ଷ୍ଟେସନରୁ ୪ ବର୍ଷର ଶିଶୁ ଉଦ୍ଧାର

ଭୁବନେଶ୍ୱର: ବାଣୀବିହାର ରେଳ ଷ୍ଟେସନରୁ ଜଣେ ୪ ବର୍ଷର ନାବାଳିକା ଆଜି ଉଦ୍ଧାର ହୋଇଛି। ସେ ବାଣୀବିହାର ରେଳ ଷ୍ଟେସନ ନିକଟରେ କାନ୍ଦୁଥିବା ବେଳେ ଅମିୟ ନାମକ ଜଣେ ଯୁବକ ତାକୁ ଷ୍ଟେସନରୁ ଉଦ୍ଧାର କରିଛନ୍ତି। ତାର ନାମ ଅଙ୍କିତା ଦାଶ। ମା’ଙ୍କ ନାମ ଇତିଶ୍ରୀ ଦାଶ, ବାପାଙ୍କ ନାମ ସଞ୍ଜୟ ଦାଶ। ସେ ୟୁକେଜିରେ ପଢ଼େ ବୋଲି ଝିଅଟି କହୁଛି। ଝିଅଟି ଉଦ୍ଧାର ହେଲା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାକୁ ରୁଚିକା ଚାଇଲ୍‌ଡ ଲାଇନକୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe