କ୍ୟାପିଟାଲ ହସ୍ପିଟାଲରେ ୫ ଡାକ୍ତର କରୋନା ପଜିଟିଭ୍‌

Advertisment
ଚୋରଙ୍କ ଚରାଭୂଇଁ କ୍ୟାପିଟାଲ୍ ହସ୍ପିଟାଲ୍

The New Indian Express

ଭୁବନେଶ୍ୱର: କରୋନା କଟକଣାକୁ ନେଇ ଲୋକେ ବେପରୁଆ ହୋଇପଡ଼ୁଥିବା ବେଳେ କ୍ୟାପିଟାଲ ହସ୍ପିଟାଲରୁ ଆସିଛି ଖରାପ ଖବର। ଗତ ୩ ଦିନ ମଧ୍ୟରେ ୫ ଜଣ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସର୍ଜରି, ମାଇକ୍ରୋ ବାୟୋଲୋଜି ଓ ଶିଶୁ ବିଭାଗର ଡାକ୍ତରମାନେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ସେମା‌ନେ ଏବେ ସଙ୍ଗରୋଧରେ ଅଛନ୍ତି ଓ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe