୫୦୦ ଗ୍ରାମ୍‌ ଗଞ୍ଜେଇ ଜବତ, ଜଣେ ଗିରଫ

Advertisment
ଛାତ୍ରୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ଜଣେ ଅଟକ

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଆଜି ଜଣେ ଗ‌‌େଞ୍ଜଇ ବେପାରୀକୁ ଗିରଫ କରିବା ସହିତ ତା ନିକଟରୁ ୫୦୦ ଗ୍ରାମ୍୍‌ର ଗ‌‌େଞ୍ଜଇ ଜବତ କରିଛି। ସେ ହେଲା ଲଳିତ ମୋହନ ପଣ୍ତା ଓରଫ କାଳିଆ (୪୮)। ସେ ଆଠଗଡ଼ ଅଞ୍ଚଳରେ ରହୁଥିବା ବେଳେ ଚନ୍ଦ୍ରଶେଖରପୁର ଓ କଟକ ଧବଳେଶ୍ବର ଅଞ୍ଚଳରେ ଥିବା କିଛି ଦୋକାନୀଙ୍କୁ ଗଞ୍ଜେଇ ବିକ୍ରି କରୁଥିଲା। ବହୁ ବର୍ଷ ଧରି ସେ ଏପରି କାରବାର କରୁଥିବା ବେଳେ ପୁଲିସ୍‌ ନିକଟରେ କୌଣସି ସୂଚନା ନଥିଲା। ଆଜି ନୀଳାଦ୍ରିବିହାରର କିଛି ଯୁବକ ଲଳିତର କାର୍ଯ୍ୟକଳାପ ଉପରେ ନଜର ରଖି ପୁଲିସ୍‌କୁ ସୂଚନା ଦେଇଥିଲେ। ଫଳରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଲଳିତକୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe