ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ପୁରୀ କେନାଲ ବନ୍ଧ ନିକଟରେ ଥିବା ଏକ କବାଡ଼ିଆ ଦୋକାନ ଭିତରୁ ଗୋଟିଏ ୫ ଫୁଟିଆ ତମ୍ପ ସାପ ଉଦ୍ଧାର ହୋଇଛି। ତମ୍ପ ସାପଟି ସେଠାରେ ଥିବା ଗୋଟିଏ କାଗଜ ପେଟି ଭିତରେ ପଶି ଗର୍ଜନ କରୁଥିବା ଦେଖି ଦୋକାନୀ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ବିରଞ୍ଚି ନାରାୟଣ ଆଚାର୍ଯ୍ୟଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇ ବିରଞ୍ଚି ତୁରନ୍ତ ସେଠାରେ ପହଞ୍ଚି ଏହି ସାପଟିକୁ ଧରି ନେଇ ଏକ ଜଙ୍ଗଲିଆ ସ୍ଥାନରେ ଛାଡ଼ି ଦେଇଥିବା କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us