ବଧୂ ହତ୍ୟା ମାମଲା, ସ୍ବାମୀ ସମେତ ୭ କୋର୍ଟ ଚାଲାଣ

ନାବାଳିକାଙ୍କ ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍‌

Free Malaysia Today

ବାରଙ୍ଗ: ଗତ ୩ ତାରିଖରେ ଚନ୍ଦକା ଥାନା ଅଧୀନ ଦାରୁଠେଙ୍ଗ ଗ୍ରାମ ଗଡ଼ସାହିରେ ରୁବି ପରିଡ଼ା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସ୍ବାମୀ ସମେତ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ହତ୍ୟାକାଣ୍ଡରେ ସ୍ବାମୀ ଦୀପକ ଭୋଇ (୨୦)କୁ ସହଯୋଗ କରିବା ଅଭିଯୋଗରେ ଆଲୋକ ଭୋଇ(୨୫), ପବିନ ଭୋଇ(୪୦), ଟୁନା କାଣ୍ତି(୨୮), କାହ୍ନୁ କାଣ୍ତି (୨୫), କୁନା ବେହେରା(୨୮)ଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବା ବେଳେ ଜଣେ ନାବାଳକକୁ ବାଳସୁଧାର ଗୃହକୁ ପଠାଇଛି। ମୃତକ ରୁବିଙ୍କ ଶ୍ବଶୁର ଏବେ ବି ଫେରାର ଅଛନ୍ତି। ଏହି ମାମଲାରେ ପୁଲିସ ପୂର୍ବରୁ ଶାଶୁ ଓ ନଣନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe