କଲମ୍ବୋରୁ ବିମାନରେ ଆସିଲେ ୮

Advertisment
ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ୪୦୦ ଗ୍ରାମ ସୁନା

image source-zee business

ଭୁବନେଶ୍ବର : କଲମ୍ବୋରୁ ମୁମ୍ବାଇ ଦେଇ ଭୁବନେଶ୍ବର ଆସିଥିବା ଏୟାର ଇଣ୍ଡିଆ ବିମାନ(ଏଆଇ-୨୭୬)ରେ ୮ଜଣ ଯାତ୍ରୀ ଆସିଛନ୍ତି। ଆଜି ମଧ୍ୟାହ୍ନରେ ଏହି ବିମାନ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲା। ଏହାପରେ ବିମାନଟି ଅନ୍ୟ ୩୩ଜଣ ଯାତ୍ରୀଙ୍କୁ ନେଇ କୋଲକାତା ଅଭିମୁଖେ ଯାତ୍ରା କରିଛି। ବିମାନବନ୍ଦରରେ ଓହ୍ଲାଇଥିବା ସମସ୍ତ ଯାତ୍ରୀଙ୍କ ସ୍ବା‌ସ୍ଥ୍ୟ ଭଲ ରହିଛି। ସେମାନଙ୍କୁ ବିମାନବନ୍ଦରରେ ଯାଞ୍ଚ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe