ବନ୍ଦେ ମାତରଂ ପକ୍ଷରୁ ପଥପ୍ରାନ୍ତ ନାଟକ: ‘ନୋ ଭଗୱା ନୋ ହିଜାବ, ହମେ ଚାହିୟେ ସିର୍ଫ କିତାବ’

Advertisment
ବନ୍ଦେ ମାତରଂ ପକ୍ଷରୁ ପଥପ୍ରାନ୍ତ ନାଟକ: ‘ନୋ ଭଗୱା ନୋ ହିଜାବ, ହମେ ଚାହିୟେ ସିର୍ଫ କିତାବ’

ଭୁବନେଶ୍ବର: ଶିକ୍ଷାନୁଷ୍ଠାନରେ ହିଜାବ୍‌ ପରିଧାନକୁ ନେଇ ଦେଶରେ ଅଶାନ୍ତିର ବାତାବରଣ ଲାଗି ରହିଥିବା ବେଳେ ଆଜି ବନ୍ଦେ ମାତରଂ ଅନୁଷ୍ଠାନ ପକ୍ଷରୁ ନିଆରା ଢଙ୍ଗରେ ସଚେତନତା ସୃଷ୍ଟି କରାଯାଇଛି। ଅନୁଷ୍ଠାନ ପକ୍ଷରୁ ଗାନ୍ଧୀ ମାର୍ଗରେ ଏକ ପଥପ୍ରାନ୍ତ ନାଟକ ‘ନୋ ଭଗୱା ନୋ ହିଜାବ, ହମେ ଚାହିୟେ ସିର୍ଫ କିତାବ’ ପରିବେଷଣ କରାଯାଇଥିଲା। କୌଣସି ଧର୍ମକୁ ନେଇ ରାଜନୀତି ଓ ହିଂସା ନ ଘଟାଇ ଭାଇଚାର ସୃଷ୍ଟି କରିବା ଏହାର ମୁଖ୍ୟ ବାର୍ତ୍ତା ଥିଲା। କାର୍ଯ୍ୟକ୍ରମରେ ପୂର୍ଣ୍ଣଚନ୍ଦ୍ର ସାହୁ, କିରଣ କୁମାର ନାୟକ ଓ ସଚିତ୍ର ପରିଡ଼ା ପ୍ରମୁଖ ନାଟକରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe