ବିଷ ପିଇଥିବା ପ୍ରେମିକଙ୍କୁ ହସ୍ପିଟାଲରେ ଛାଡ଼ି ଯୁବତୀ ଛୁ

Advertisment
ବିଷ ପିଇଥିବା ପ୍ରେମିକଙ୍କୁ ହସ୍ପିଟାଲରେ ଛାଡ଼ି ଯୁବତୀ ଛୁ

ଭୁବନେଶ୍ବର: ଆଜି ରାଜଧାନୀର ରାଜରାସ୍ତାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରଥମେ ପ୍ରେମ ପରେ କୌଣସି କାରଣରୁ ମନୋମାଳିନ୍ୟ ଘଟିବା ପରେ ଜଣେ ଇଞ୍ଜିନିୟରିଂ ଛାତ୍ର ନିଜର ପ୍ରେମିକାଙ୍କ ସାମ୍ନାରେ ବିଷ ପିଇ ପ୍ରାଣ ହରାଇଛନ୍ତି। ଏହାପରେ ଯୁବତୀଜଣକ ପୁରୁଷ ବନ୍ଧୁଙ୍କ ଫୋନରେ ତାଙ୍କ ଘରକୁ ପୁଅ ବିଷ ପିଇ ଦେଇଛି ହସ୍ପିଟାଲକୁ ଜଲଦି ଆସ ବୋଲି ଜଣାଇଥିଲେ।

ତେବେ ପରିବାର ଲୋକ ହସ୍ପିଟାଲରେ ପହଞ୍ଚିଲା ବେଳକୁ ଯୁବତୀଜଣକ ଫେରାର ହୋଇଯାଇଥିଲେ। ଏବେ ପୁଅର ମୃତଦେହକୁ ଧରି କାନ୍ଦୁଛନ୍ତି ପୁରା ପରିବାର। ମୃତକ ହେଲେ ରତିକାନ୍ତ ଦାସ। ଏହି ଘଟଣା ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe