ଅଧ କେଜି ପ୍ଲାଷ୍ଟିକ ଦେଲେ ଗୋଟେ ଆହାର ମିଲ୍‌

ଅଧ କେଜି ପ୍ଲାଷ୍ଟିକ ଦେଲେ ଗୋଟେ ଆହାର ମିଲ୍‌

ScoopWhoop

ଭୁବନେଶ୍ବର : ରାଜଧାନୀରେ ଥିବା ୧୧ଟି ଆହାର କେନ୍ଦ୍ର ମଧ୍ୟରୁ କୌଣସି ଗୋଟିକରେ ବି ଅଧ କେଜି ପ୍ଲାଷ୍ଟିକ୍ ବର୍ଜ୍ୟ ଦେଇ ଯେ କେହି ବି ଗୋଟିଏ ଆହାର ମିଲ୍‌ ଖାଇପାରିବେ। ବିଏମ୍‌ସି ପକ୍ଷରୁ ଏହି ସୁବିଧା ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି।

ବିଏମ୍‌ସି ପକ୍ଷରୁ ୟୁଏନ୍‌ଡିପି ଓ ଟଚ୍‌ ଷ୍ଟୋନ୍ ଫାଉଣ୍ଡେସନ୍ ସହାୟତାରେ ଏହି ସୁବିଧା ଆରମ୍ଭ ହେବ। ଦିନକୁ ଜଣେ ଏକ କେଜି ପ୍ଲାଷ୍ଟିକ୍‌ ବର୍ଜ୍ୟ ଦେଇ ଦୁଇଟି ଆଧାର ମିଲ୍‌ ନେଇ ପାରିବେ। ସମସ୍ତ ପ୍ଲାଷ୍ଟିକ୍ ୟୁଏନ୍‌ଡିପିି ନେବ ଓ ଏହାର ବୈଜ୍ଞନିକ ପ୍ରକ୍ରିୟାକରଣ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe