ଦୁର୍ଘଟଣାରେ ଏସ୍‌ଓଜି ଯବାନ ମୃତ

ପୁଅକୁ ବିଷ ଦେଇ ମାରିଲା ମା', ୫ ଦିନ ପରେ ଗଳିତ ଶବ ଉଦ୍ଧାର

zeenews.india.com

ଭୁବନେଶ୍ୱର: ଆଜି ଅପରାହ୍ନରେ ଚନ୍ଦକା ଥାନା ନିଉ ଲାଇଫ ଷ୍ଟାଇଲ ଅର୍କିଡ୍‌ ଆପାର୍ଟମେଣ୍ଟ ସାମ୍ନାରେ ଦୁର୍ଘଟଣା ଘଟିଛି। ପଛରୁ ଏକ କାର ପିଟି ଦେବାରୁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣେ ଏସଓଜି ଯବାନ ବୋଲି ଜଣାପଡ଼ିଛି। ଦୁଇ ଜଣ ଯବାନ ଏକ ବାଇକ୍‌ରେ ଆସୁଥିବା ବେଳେ ପଛରୁ କାର୍‌ ପିଟିଥିଲା। ଗୁରୁତର ଅବସ୍ଥାରେ ଦୁଇଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉଭୟଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। କାର ଚାଳକ ଦିଲୀପ ପାତ୍ରକୁ ପୁଲିସ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe