ବଦଳିଲେ ବିଏମ୍‌ସି ଅତିରିକ୍ତ କମିସନର

Advertisment
ବିଶ୍ବସ୍ତରୀୟ ହସ୍ପିଟାଲ ପ୍ରସଙ୍ଗ: ଏମ୍‌ଓୟୁ କଲେ, ସଂସ୍ଥା ଆସିଲାନି

ଭୁବନେଶ୍ବର : ବିଏମ୍‌ସି ଅତିରିକ୍ତ କମିସନର ଅଂଶୁମାନ ରଥ ଅତିରିକ୍ତ କମିସନର(ରାଜସ୍ବ) ଦାୟିତ୍ବ ନେଇଛନ୍ତି। ତାଙ୍କ ଜାଗାରେ ଡେଲାଙ୍ଗ ତହସିଲଦାର ମହେନ୍ଦ୍ର କୁମାର ବଢ଼େଇ ଦକ୍ଷିଣ-ପୂର୍ବ ଜୋନ୍‌ ଡେପୁଟି କମିସନର୍‌ ଭାବେ ନିଯୁକ୍ତି ପାଇଛନ୍ତି। ସେହିଭଳି ବିଡିଏର ଅତିରିକ୍ତ କମିସନର୍‌(ଏନ୍‌ଫୋର୍ସମେଣ୍ଟ) ଲିଲନ ପ୍ରସାଦ ସାହୁଙ୍କୁ ପିଆର୍‌ କମ୍ୟୁନିକେସନ୍‌ ଅତିରିକ୍ତ ଦାୟିତ୍ବ ମିଳିଛି। ଏନେଇ ବିଏମ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe